ବରିଷ୍ଠ ବିଜେଡି ନେତା ତଥା କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌ଙ୍କ ପରଲୋକ

Madhusudan Das Picture
Published On

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ପୂର୍ବତନ ବିଜେଡି ବିଧାୟକ ଆୟୁବ ଖାଁଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୮ବୟସ ହୋଇଥିଲା । ଆଜି ନିଜ କଣ୍ଟାବାଞ୍ଜି ସ୍ଥିତ ବାସଭବନ ଠାରେ ସକାଳ ୮.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । 

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

କଣ୍ଟାବାଞ୍ଜିରୁ ୨ ଥର ବିଧାୟକ ଥିଲେ ଆୟୁବ ଖାଁ । କଣ୍ଟାବାଞ୍ଜିବାସୀ ତାଙ୍କୁ ଅନେକ ସମୟରେ ବିକାଶ ପୁରୁଷ ମଧ୍ୟ କହନ୍ତି । କଣ୍ଟାବାଞ୍ଜି ପାଇଁ ଅନେକ ଅବଦାନ ମଧ୍ୟ ରହିଛି । ତେବେ ତାଙ୍କର ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଛି । 

ଆହୁରି ପଢ଼ନ୍ତୁ: ଜେନ୍‌-ଜିଙ୍କ ମନୋବଳ ବଢ଼ାଇଲେ ନବୀନ; ‘ଏକ୍ସ’ରେ ଛଅ ଧାଡ଼ିଆ ପୋଷ୍ଟକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର