ସେପ୍ଟେମ୍ବର ୧ରୁ  ବିଧାନସଭା ମୌସୁମୀ ଅଧିବେଶନ

The Sakala Picture
Published On

ଭୁବନେଶ୍ବର: ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ତାରିଖରେ ସରିବ। ମୋଟ ୮ ଟି କାର୍ଯ୍ଯଦିବସ ରହଛି । ୮ ଦିନରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ ୩ ସେପ୍ଟେମ୍ୱର ପ୍ରାଇଭେଟ୍ ମେମ୍ୱର୍ସ ବିଜନେସ୍ ପାଇଁ ଦିନ ଧାର୍ଯ୍ଯ ହୋଇଛି । ଏ ନେଇ ବିଧିବଦ୍ଧ ଭାବେ ବିଧାନସଭା କାର୍ଯ୍ଯାଳୟ ପକ୍ଷରୁ ବଜ୍ଞପ୍ତି […]

ଭୁବନେଶ୍ବର: ସେପ୍ଟେମ୍ବର ୧ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ତାରିଖରେ ସରିବ। ମୋଟ ୮ ଟି କାର୍ଯ୍ଯଦିବସ ରହଛି । ୮ ଦିନରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ନିର୍ଘଣ୍ଟ ହୋଇଥିବା ବେଳେ ଗୋଟିଏ ଦିନ ଅର୍ଥାତ ୩ ସେପ୍ଟେମ୍ୱର ପ୍ରାଇଭେଟ୍ ମେମ୍ୱର୍ସ ବିଜନେସ୍ ପାଇଁ ଦିନ ଧାର୍ଯ୍ଯ ହୋଇଛି । ଏ ନେଇ ବିଧିବଦ୍ଧ ଭାବେ ବିଧାନସଭା କାର୍ଯ୍ଯାଳୟ ପକ୍ଷରୁ ବଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

ପୂର୍ବପରି ସମସ୍ତ କୋଭିଡ ନିୟମ ପାଳନ କରାଯିବ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର