ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୩ ହାର୍ଡକୋର ମାଓବାଦୀ

The Sakala Picture
Published On

ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ସେମାନଙ୍କ ଆତ୍ମସମର୍ପଣଙ୍କୁ ସ୍ୱୀକାର କରିଛନ୍ତି ପୋଲିସ ଡିଜି । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଆତ୍ମସମର୍ପଣକାରୀ ମାଓବାଦୀମାନେ ହେଲେ ଲକ୍ଷ୍ମଣ (ଏରିଆ କମିଟି ମେମ୍ୱର) ଗଙ୍ଗା ମଡ଼କମ୍ (ଏରିଆ କମିଟି ମେମ୍ୱର) ସୁକା ସୋଡି (ପାର୍ଟି ମେମ୍ୱର) । ସୂଚନା ଅନୁଯାୟୀ, ଆତ୍ମସମର୍ପଣକାରୀ ମାଓବାଦୀମାନେ ଛତିଶଗଡ଼ ନିବାସୀ ଏବଂ ସେମାନଙ୍କୁ ମହାନଦୀ ଏରିଆ କମିଟି ଦାୟିତ୍ୱ ଦିଆଯାଇଥିଲା […]

ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ସେମାନଙ୍କ ଆତ୍ମସମର୍ପଣଙ୍କୁ ସ୍ୱୀକାର କରିଛନ୍ତି ପୋଲିସ ଡିଜି । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଆତ୍ମସମର୍ପଣକାରୀ ମାଓବାଦୀମାନେ ହେଲେ ଲକ୍ଷ୍ମଣ (ଏରିଆ କମିଟି ମେମ୍ୱର) ଗଙ୍ଗା ମଡ଼କମ୍ (ଏରିଆ କମିଟି ମେମ୍ୱର) ସୁକା ସୋଡି (ପାର୍ଟି ମେମ୍ୱର) ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ସୂଚନା ଅନୁଯାୟୀ, ଆତ୍ମସମର୍ପଣକାରୀ ମାଓବାଦୀମାନେ ଛତିଶଗଡ଼ ନିବାସୀ ଏବଂ ସେମାନଙ୍କୁ ମହାନଦୀ ଏରିଆ କମିଟି ଦାୟିତ୍ୱ ଦିଆଯାଇଥିଲା ।  ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓବାଦୀ ଗତିବିଧିରେ ସେମାନେ ସମ୍ପୃକ୍ତ ଥିଲେ। ଦୀର୍ଘ ୧୨ ବର୍ଷ ଧରି ସେମାନେ ଓଡ଼ିଶାରେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏମାନଙ୍କ ଆତ୍ମସମର୍ପଣ ପରେ ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ଆତ୍ମସମର୍ପଣ ନେଇ ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭଲ ଥଇଥାନ ବ୍ୟବସ୍ଥା ରହିଛି । ଏଣୁ ସେମାନେ ଆତ୍ମସମର୍ପଣକରୀ ଶାନ୍ତିପୂର୍ଣ୍ଣ ଏବଂ ନୂଆ ଜୀବନ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ଡିଜିପି । ତେବେ ଏମାନେ ଛତିଶଗଡ଼ର ହୋଇଥିବା ସତ୍ତ୍ୱେ ଓଡ଼ିଶା ସରକାରୀଙ୍କ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ଭଲ ଥଇଥାନ ଯୋଜନା ରହିଥିବାରୁ ସେମାନେ ଓଡ଼ିଶାରେ ଆତ୍ମସମର୍ପଣ କରିଥିଲେ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

16 Aug 2021 By The Sakala

ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୩ ହାର୍ଡକୋର ମାଓବାଦୀ

ଓଡ଼ିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ସେମାନଙ୍କ ଆତ୍ମସମର୍ପଣଙ୍କୁ ସ୍ୱୀକାର କରିଛନ୍ତି ପୋଲିସ ଡିଜି । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଆତ୍ମସମର୍ପଣକାରୀ ମାଓବାଦୀମାନେ ହେଲେ ଲକ୍ଷ୍ମଣ (ଏରିଆ କମିଟି ମେମ୍ୱର) ଗଙ୍ଗା ମଡ଼କମ୍ (ଏରିଆ କମିଟି ମେମ୍ୱର) ସୁକା ସୋଡି (ପାର୍ଟି ମେମ୍ୱର) ।

ସୂଚନା ଅନୁଯାୟୀ, ଆତ୍ମସମର୍ପଣକାରୀ ମାଓବାଦୀମାନେ ଛତିଶଗଡ଼ ନିବାସୀ ଏବଂ ସେମାନଙ୍କୁ ମହାନଦୀ ଏରିଆ କମିଟି ଦାୟିତ୍ୱ ଦିଆଯାଇଥିଲା ।  ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓବାଦୀ ଗତିବିଧିରେ ସେମାନେ ସମ୍ପୃକ୍ତ ଥିଲେ। ଦୀର୍ଘ ୧୨ ବର୍ଷ ଧରି ସେମାନେ ଓଡ଼ିଶାରେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ ।

ଏମାନଙ୍କ ଆତ୍ମସମର୍ପଣ ପରେ ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ଆତ୍ମସମର୍ପଣ ନେଇ ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭଲ ଥଇଥାନ ବ୍ୟବସ୍ଥା ରହିଛି । ଏଣୁ ସେମାନେ ଆତ୍ମସମର୍ପଣକରୀ ଶାନ୍ତିପୂର୍ଣ୍ଣ ଏବଂ ନୂଆ ଜୀବନ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ଡିଜିପି । ତେବେ ଏମାନେ ଛତିଶଗଡ଼ର ହୋଇଥିବା ସତ୍ତ୍ୱେ ଓଡ଼ିଶା ସରକାରୀଙ୍କ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ ଭଲ ଥଇଥାନ ଯୋଜନା ରହିଥିବାରୁ ସେମାନେ ଓଡ଼ିଶାରେ ଆତ୍ମସମର୍ପଣ କରିଥିଲେ ।

https://www.thesakala.in/latest-odisha-news/three-hardcore-maoists-from-chhattisgarh-surrendered-to-odisha-police/article-4644
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର