ଆଶ୍ୱସ୍ତି କଲା ‘ତପୋବନ’

The Sakala Picture
Published On

ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟରୁ ଗୁରୁବାର ୭ ଜଣ ଛାତ୍ରୀ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ କୋକୋଆ ଭୟ ସୃଷ୍ଟି ହୋଇଥିଲା। ଶୁକ୍ରବାର ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ପୂର୍ବର ୭ ଜଣ ଛାତ୍ରୀଙ୍କ ବ୍ୟତୀତ ଅନ୍ୟ କାହାରି ରିପୋର୍ଟ ପଜିଟିଭ୍‍ ଆସି ନ ଥିବା ସୂଚନା ମିଳିଛି। ଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ […]

ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟରୁ ଗୁରୁବାର ୭ ଜଣ ଛାତ୍ରୀ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ କୋକୋଆ ଭୟ ସୃଷ୍ଟି ହୋଇଥିଲା। ଶୁକ୍ରବାର ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ପୂର୍ବର ୭ ଜଣ ଛାତ୍ରୀଙ୍କ ବ୍ୟତୀତ ଅନ୍ୟ କାହାରି ରିପୋର୍ଟ ପଜିଟିଭ୍‍ ଆସି ନ ଥିବା ସୂଚନା ମିଳିଛି। ଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିଛି। ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ଛାତ୍ରୀମାନଙ୍କୁ ସଂଗରୋଧରେ ରଖାଯାଇଥିବାବେଳେ କ୍ୟାମ୍ପସକୁ ଭଲଭାବେ ସାନିଟାଇଜ୍‍ କରାଯାଇଛି। ଅପରପକ୍ଷେ ଶିକ୍ଷାନୁଷ୍ଠାନ ପରିସରରେ କରୋନା ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟା ମଧ୍ୟରେ କୁଆପଥର ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

14 Aug 2021 By The Sakala

ଆଶ୍ୱସ୍ତି କଲା ‘ତପୋବନ’

ଭୁବନେଶ୍ୱର : ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟରୁ ଗୁରୁବାର ୭ ଜଣ ଛାତ୍ରୀ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ କୋକୋଆ ଭୟ ସୃଷ୍ଟି ହୋଇଥିଲା। ଶୁକ୍ରବାର ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କ କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ପୂର୍ବର ୭ ଜଣ ଛାତ୍ରୀଙ୍କ ବ୍ୟତୀତ ଅନ୍ୟ କାହାରି ରିପୋର୍ଟ ପଜିଟିଭ୍‍ ଆସି ନ ଥିବା ସୂଚନା ମିଳିଛି। ଫଳରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିଛି। ତେବେ ପୂର୍ବରୁ ଚିହ୍ନଟ ହୋଇଥିବା ଛାତ୍ରୀମାନଙ୍କୁ ସଂଗରୋଧରେ ରଖାଯାଇଥିବାବେଳେ କ୍ୟାମ୍ପସକୁ ଭଲଭାବେ ସାନିଟାଇଜ୍‍ କରାଯାଇଛି। ଅପରପକ୍ଷେ ଶିକ୍ଷାନୁଷ୍ଠାନ ପରିସରରେ କରୋନା ମାର୍ଗଦର୍ଶିକାକୁ କଡ଼ାକଡ଼ି ପାଳନ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର