ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

The Sakala Picture
Published On

ପୁରୀ : ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀଗୁଣ୍ଡିଚା ବିହାର ବାସଭବନ, ବ୍ରହ୍ମଗିରିସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱର ନୂଆ ଗାଁରେ ଥିବା ୩ମହଲା କୋଠାରେ ରେଡ୍ କରାଯାଉଛି । ପୁରୀ ଏବଂ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ଟିମ ଚଢାଉ ଜାରି ରଖିଛନ୍ତି। ତିନୋଟି ଟିମ୍ ଦ୍ବାରା ସକାଳୁ ଚଢାଇ ଜାରି ରହିଛି। କିରାଣୀ କୃଷ୍ଣଚନ୍ଦ୍ରଙ୍କ ବିରୋଧରେ […]

ପୁରୀ : ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀଗୁଣ୍ଡିଚା ବିହାର ବାସଭବନ, ବ୍ରହ୍ମଗିରିସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱର ନୂଆ ଗାଁରେ ଥିବା ୩ମହଲା କୋଠାରେ ରେଡ୍ କରାଯାଉଛି । ପୁରୀ ଏବଂ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ଟିମ ଚଢାଉ ଜାରି ରଖିଛନ୍ତି। ତିନୋଟି ଟିମ୍ ଦ୍ବାରା ସକାଳୁ ଚଢାଇ ଜାରି ରହିଛି। କିରାଣୀ କୃଷ୍ଣଚନ୍ଦ୍ରଙ୍କ ବିରୋଧରେ ଛତୁଆ ଦୁର୍ନୀତି ଅଭିଯୋଗ ଆସିଥିଲା। ଏଥିସହ ଶିଶୁ ବିକାଶ କାର୍ଯ୍ୟ ରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତିଠୁଳ ଅଭିଯୋଗ ମଧ୍ୟ ହୋଇଥିଲା।

ଆହୁରି ପଢ଼ନ୍ତୁ: କର୍ତ୍ତବ୍ୟରେ ଅବହେଳା ଓ ଶୃଙ୍ଖଳାଗତ ତ୍ରୁଟି: ବଡ଼ସାହି ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ

10 Aug 2021 By The Sakala

ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ : ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀଗୁଣ୍ଡିଚା ବିହାର ବାସଭବନ, ବ୍ରହ୍ମଗିରିସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱର ନୂଆ ଗାଁରେ ଥିବା ୩ମହଲା କୋଠାରେ ରେଡ୍ କରାଯାଉଛି । ପୁରୀ ଏବଂ ଭୁବନେଶ୍ୱର ଭିଜିଲାନ୍ସର ମିଳିତ ଟିମ ଚଢାଉ ଜାରି ରଖିଛନ୍ତି। ତିନୋଟି ଟିମ୍ ଦ୍ବାରା ସକାଳୁ ଚଢାଇ ଜାରି ରହିଛି। କିରାଣୀ କୃଷ୍ଣଚନ୍ଦ୍ରଙ୍କ ବିରୋଧରେ ଛତୁଆ ଦୁର୍ନୀତି ଅଭିଯୋଗ ଆସିଥିଲା। ଏଥିସହ ଶିଶୁ ବିକାଶ କାର୍ଯ୍ୟ ରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତିଠୁଳ ଅଭିଯୋଗ ମଧ୍ୟ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର