ମନୋରଞ୍ଜନ
ଓଡ଼ିଶା
ପୋଲିସ ଏସଆଇ ନିଯୁକ୍ତି ସ୍କାମ: ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡରେ ନେଲା ସିବିଆଇ
ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣା । ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡରେ ନେଲା ସିବିଆଇ । ୨ ଦିନିଆ ରିମାଣ୍ଡରେ ନେବାକୁ ମିଳିଲା ଅନୁମତି । ୩ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ସିବିଆଇ । ଦୀଘା ମଡ୍ୟୁଲ କଥା ବୁଝୁଥିଲା ଅରବିନ୍ଦ । ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ଶଙ୍କର ପୃଷ୍ଟିର ଖାସ ଥିଲା ଅରବିନ୍ଦ। ରିମାଣ୍ଡ ସମୟରେ ଚାକିରୀ ଠକେଇ ନେଇ ହୋଇପାରେ ବଡ଼ ଧରଣର ଖୋଳତାଡ଼ । ପୂର୍ବରୁ ୪ ଜଣଙ୍କୁ ନେଇ ପଚରାଉଚୁରା କରିଛି ସିବିଆଇ ।
ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର






