୪୦ ଫୁଟ ତଳକୁ ଖସିଲା କାର: ୨ଗୁରୁତର, ୧ ଆହତ

The Sakala Picture
Published On

ଯଶିପୁର: ଯଶିପୁର ଠାରୁ ୪ କିମି ଦୂର ଗୋହିରା ବାଙ୍କ ଠାରେ ୪ ଲେନ ରାସ୍ତା ତିଆରି ହେବାପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଜି ଏକ ପରିବାର କୋଲକାତା ରାୟପୁର ଅଭିମୁଖେ ଏକ କାର  (ଏମ୍ ପି ୦୯ ସିପି ୪୧୦୭) ଯୋଗେ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ୪୦ଫୁଟ ତଳକୁ ଖସି ପଡ଼ିଥିଲା। ପାଖରେ ଛେଳି ଚରାଉଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯଶିପୁର ମେଡ଼ିକାଲକୁ ଚିକିତ୍ସା ପାଇଁ […]

ଯଶିପୁର: ଯଶିପୁର ଠାରୁ ୪ କିମି ଦୂର ଗୋହିରା ବାଙ୍କ ଠାରେ ୪ ଲେନ ରାସ୍ତା ତିଆରି ହେବାପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଜି ଏକ ପରିବାର କୋଲକାତା ରାୟପୁର ଅଭିମୁଖେ ଏକ କାର  (ଏମ୍ ପି ୦୯ ସିପି ୪୧୦୭) ଯୋଗେ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ୪୦ଫୁଟ ତଳକୁ ଖସି ପଡ଼ିଥିଲା। ପାଖରେ ଛେଳି ଚରାଉଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯଶିପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କାରରେ ଥିବା ମହିଳାଙ୍କ ମୁଣ୍ଡରରେ ଆଘାତ ଲାଗିଛି, ପୁରୁଷ ଜଣଙ୍କ ଗୋଡ଼ ଓ ଆଣ୍ଠୁ ଭାଙ୍ଗି ଯାଇଥିବା ବେଳେ ନିଜ ପୁଅର ସାମାନ୍ୟ ଆଘାତ ଲାଗିଛି। ସେମାନଙ୍କ ଅବସ୍ଥା ଗୁରୁତୁର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ଅଧିକାରୀ ମାନଙ୍କର ସର୍ଭେର ତୃଟି ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି। ଏହି ତୃଟି ପାଇଁ ବହୁ ଲୋକଙ୍କ ଜୀବନ ଗଲାଣି। ରାସ୍ତା ପ୍ରଶସ୍ତି କରଣ କଲାବେଳେ ଏହି ସ୍ଥାନ ଟିରେ ଅଧିକ ୟୁ ଟର୍ଣ୍ଣ ଥିବାରୁ ଚାଳକ ମାନେ ଅଜାଣତରେରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ରାସ୍ତାର ନକ୍ସା ବଦଳ କରି ରାସ୍ତାକୁ ଅଧିକ ଏହି ସ୍ଥାନରେ ପ୍ରଶସ୍ତ କରିବାକୁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

02 Aug 2021 By The Sakala

୪୦ ଫୁଟ ତଳକୁ ଖସିଲା କାର: ୨ଗୁରୁତର, ୧ ଆହତ

ଯଶିପୁର: ଯଶିପୁର ଠାରୁ ୪ କିମି ଦୂର ଗୋହିରା ବାଙ୍କ ଠାରେ ୪ ଲେନ ରାସ୍ତା ତିଆରି ହେବାପରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଜି ଏକ ପରିବାର କୋଲକାତା ରାୟପୁର ଅଭିମୁଖେ ଏକ କାର  (ଏମ୍ ପି ୦୯ ସିପି ୪୧୦୭) ଯୋଗେ ଆସୁଥିବା ବେଳେ କାରଟି ଭାରସାମ୍ୟ ହରାଇ ୪୦ଫୁଟ ତଳକୁ ଖସି ପଡ଼ିଥିଲା। ପାଖରେ ଛେଳି ଚରାଉଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯଶିପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କାରରେ ଥିବା ମହିଳାଙ୍କ ମୁଣ୍ଡରରେ ଆଘାତ ଲାଗିଛି, ପୁରୁଷ ଜଣଙ୍କ ଗୋଡ଼ ଓ ଆଣ୍ଠୁ ଭାଙ୍ଗି ଯାଇଥିବା ବେଳେ ନିଜ ପୁଅର ସାମାନ୍ୟ ଆଘାତ ଲାଗିଛି। ସେମାନଙ୍କ ଅବସ୍ଥା ଗୁରୁତୁର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ଅଧିକାରୀ ମାନଙ୍କର ସର୍ଭେର ତୃଟି ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି। ଏହି ତୃଟି ପାଇଁ ବହୁ ଲୋକଙ୍କ ଜୀବନ ଗଲାଣି। ରାସ୍ତା ପ୍ରଶସ୍ତି କରଣ କଲାବେଳେ ଏହି ସ୍ଥାନ ଟିରେ ଅଧିକ ୟୁ ଟର୍ଣ୍ଣ ଥିବାରୁ ଚାଳକ ମାନେ ଅଜାଣତରେରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ରାସ୍ତାର ନକ୍ସା ବଦଳ କରି ରାସ୍ତାକୁ ଅଧିକ ଏହି ସ୍ଥାନରେ ପ୍ରଶସ୍ତ କରିବାକୁ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର