ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା: ତଦନ୍ତ ଆରମ୍ଭ କଲା ସିବିଆଇ, ରୁଜୁ କଲା ମାମଲା

Madhusudan Das Picture
Published On

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ । ଡ଼ିଏସପିଙ୍କ ନେତୃତ୍ୱରେ ଗଠିତ ଟିମ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ଆଇଓଙ୍କ ଠାରୁ ସମସ୍ତ ତଥ୍ୟ ନେଲା ସିବିଆଇ । ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହେବା ସହ ଟିମରେ ୧୨ରୁ ଅଧିକ ସିବିଆଇ ଅଧିକାରୀ ଥିବା ସୂଚନା ମିଳିଛି । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦିଆଯାଇଛି ତଦନ୍ତ ଭାର । ୩ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ଏଥିରେ ସାମିଲ ହେବେ । 

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଗତକାଲି ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାର ଟେକର ସାଗର ଗୌଡ଼କୁ ଗିରଫ କରାଯାଇଥିଲା । ଦୀଘା ମୋଡ୍ୟୁଲ ସମ୍ଭାଳୁଥିଲା ସାଗର । ଆର୍ଥିକ ନେଣଦେଣ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

13 Nov 2025 By Madhusudan Das

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା: ତଦନ୍ତ ଆରମ୍ଭ କଲା ସିବିଆଇ, ରୁଜୁ କଲା ମାମଲା

ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ । ଡ଼ିଏସପିଙ୍କ ନେତୃତ୍ୱରେ ଗଠିତ ଟିମ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ଆଇଓଙ୍କ ଠାରୁ ସମସ୍ତ ତଥ୍ୟ ନେଲା ସିବିଆଇ । ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ମାମଲା ରୁଜୁ ହୋଇଛି । ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହେବା ସହ ଟିମରେ ୧୨ରୁ ଅଧିକ ସିବିଆଇ ଅଧିକାରୀ ଥିବା ସୂଚନା ମିଳିଛି । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦିଆଯାଇଛି ତଦନ୍ତ ଭାର । ୩ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ଏଥିରେ ସାମିଲ ହେବେ । 

ଗତକାଲି ଶଙ୍କର ପୃଷ୍ଟିର ଏକାନ୍ତ ଘନିଷ୍ଠ ତଥା କେୟାର ଟେକର ସାଗର ଗୌଡ଼କୁ ଗିରଫ କରାଯାଇଥିଲା । ଦୀଘା ମୋଡ୍ୟୁଲ ସମ୍ଭାଳୁଥିଲା ସାଗର । ଆର୍ଥିକ ନେଣଦେଣ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ।

https://www.thesakala.in/latest-odisha-news/cbi-starts-investigation-in-police-si-exam-scam/article-43098
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର