୩୦ ଯାଏଁ ବଢ଼ିଲା ଇଗ୍ନୋ ନାମଲେଖା ଅବଧି

The Sakala Picture
Published On

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ଅବଧି ବୃଦ୍ଧି ପାଇଛି। ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ଚଳିତ ମାସ ଶେଷ ଅର୍ଥାତ୍‌ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମଲେଖାଇ ପାରିବେ। ଏହି ସମୟ ମଧ୍ୟରେ ନାମଲେଖାଇବାକୁ ହେଲେ ଅତିରିକ୍ତ ୨ଶହ ଟଙ୍କା ବିଳମ୍ୱ ଶୁଳ୍କ ଦେବାକୁ ହେବ। ବିଭିନ୍ନ ପାଠ୍ୟକ୍ରମ ପାଇଁ ଇଗ୍ନୋ ୱେବସାଇଟକୁ ଯାଇ ନାମ ଲେଖାଇ ପାରିବେ। ସ୍ନାତକର ବିଭିନ୍ନ ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା […]

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ଅବଧି ବୃଦ୍ଧି ପାଇଛି। ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ଚଳିତ ମାସ ଶେଷ ଅର୍ଥାତ୍‌ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମଲେଖାଇ ପାରିବେ। ଏହି ସମୟ ମଧ୍ୟରେ ନାମଲେଖାଇବାକୁ ହେଲେ ଅତିରିକ୍ତ ୨ଶହ ଟଙ୍କା ବିଳମ୍ୱ ଶୁଳ୍କ ଦେବାକୁ ହେବ। ବିଭିନ୍ନ ପାଠ୍ୟକ୍ରମ ପାଇଁ ଇଗ୍ନୋ ୱେବସାଇଟକୁ ଯାଇ ନାମ ଲେଖାଇ ପାରିବେ। ସ୍ନାତକର ବିଭିନ୍ନ ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ନାମଲେଖା ଫି’ ଓ ପୁନଃ ପଞ୍ଜିକରଣ ଫି’ ୫୦% ଛାଡ଼ କରାଯାଇଛି। ଏନେଇ ଭୁବନେଶ୍ୱର ଅତିରିକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

18 Sep 2025 By The Sakala

୩୦ ଯାଏଁ ବଢ଼ିଲା ଇଗ୍ନୋ ନାମଲେଖା ଅବଧି

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ଅବଧି ବୃଦ୍ଧି ପାଇଛି। ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ଚଳିତ ମାସ ଶେଷ ଅର୍ଥାତ୍‌ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମଲେଖାଇ ପାରିବେ। ଏହି ସମୟ ମଧ୍ୟରେ ନାମଲେଖାଇବାକୁ ହେଲେ ଅତିରିକ୍ତ ୨ଶହ ଟଙ୍କା ବିଳମ୍ୱ ଶୁଳ୍କ ଦେବାକୁ ହେବ। ବିଭିନ୍ନ ପାଠ୍ୟକ୍ରମ ପାଇଁ ଇଗ୍ନୋ ୱେବସାଇଟକୁ ଯାଇ ନାମ ଲେଖାଇ ପାରିବେ। ସ୍ନାତକର ବିଭିନ୍ନ ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ନାମଲେଖା ଫି’ ଓ ପୁନଃ ପଞ୍ଜିକରଣ ଫି’ ୫୦% ଛାଡ଼ କରାଯାଇଛି। ଏନେଇ ଭୁବନେଶ୍ୱର ଅତିରିକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/ignou-saharsa-extends-july-2025-admission-re-registration-deadline-to-september-30/article-42404
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର