ଆମେରିକାରେ ଚମକିବ ଭାରତର ଲୋକକଳା, ୨୬ ଜୁନରୁ ଆରମ୍ଭ ହେବ ଟିକେଟ ବୁକିଂ…
ନୂଆଦିଲ୍ଲୀ: ଆମେରିକାରେ ଚମକିବ ଭାରତର ଲୋକକଳା । ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସେଠାରେ ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବ। ଏହି ୩ ଦିନରେ ଭାରତର କଳା, କାରିଗର, ଆମର ବୁଣାକାର, ଗୀତ ଏବଂ ନୃତ୍ୟ, ଆମର ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ଏଠାରେ ରହିବ। ଏହା […]
ନୂଆଦିଲ୍ଲୀ: ଆମେରିକାରେ ଚମକିବ ଭାରତର ଲୋକକଳା । ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସେଠାରେ ସେପ୍ଟେମ୍ବର ୧୨ରୁ ୧୪, ମୋଟ ୩ ଦିନ ଧରି ଚାଲିବ। ଏହି ୩ ଦିନରେ ଭାରତର କଳା, କାରିଗର, ଆମର ବୁଣାକାର, ଗୀତ ଏବଂ ନୃତ୍ୟ, ଆମର ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ଏଠାରେ ରହିବ। ଏହା ଯୁକ୍ତରାଷ୍ଟ୍ରରେ ଭାରତର ସବୁଠାରୁ ବୃହତ ନାଟ୍ୟ ପ୍ରଦର୍ଶନ ହେବ।
ଦି ଗ୍ରେଟ୍ ଇଣ୍ଡିଆନ ମ୍ୟୁଜିକାଲରେ ଥିମ୍ ସିଭିଲାଇଜେସନ ଟୁ ନେସନ ରହିବ। ଏହା ମାଧ୍ୟମରେ ଖ୍ରୀଷ୍ଟପୂର୍ବ ୫୦୦୦ ରୁ ୧୯୪୭ ମସିହା ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ଚିତ୍ରକୁ ସ୍ଥାନିତ କରାଯିବା ଏହା ଭାରତ ପାଇଁ ଶ୍ରଦ୍ଧାଞ୍ଜଳି ହେବ। ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) ପକ୍ଷରୁ ଉପସ୍ଥାପିତ ହେବ। ନିର୍ଦ୍ଦେଶନା ଭାର କିମ୍ବଦନ୍ତୀ ଫେରୋଜ ଅବ୍ବାସ ଖାନ ସମ୍ଭାଳିଛନ୍ତି। ଏହି ଶୋ’କୁ ହାତ ଛଡା କରିବା ନାହିଁ ବୋଲି ନୀତା କହିଛନ୍ତି। ଏଥିରେ ୫ଟି ଶୋ’ ପ୍ରଦର୍ଶନ କରାଯିବ। ଡେଭିଡ ଏଚ୍ .କୋଚ ଥିଏଟରରେ ଏହି ଶୋ’ ଅନୁଷ୍ଠିତ ହେବ। ୨୬ ଜୁନରୁ ଟେକେଟ ବୁକ କରିପାରିବେ ବୋଲି ସୂଚନା ଦିଆଯାଇଛି।