୨୦ଲକ୍ଷ ହିତାଧିକାରୀଙ୍କ କଟିବ ରାସନକାର୍ଡ!

The Sakala Picture
Published On

ଭୁବନେଶ୍ବର: ପାଖାପାଖି ୨୦ଲକ୍ଷ ହିତାଧିକାରୀଙ୍କ କଟିବ ରାସନ କାର୍ଡ। ରାଜ୍ୟରେ ରାସନକାର୍ଡ ଧାରୀଙ୍କ ପାଇଁ ଇ-କେୱାଇସି ଯାଞ୍ଚକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଜୁନ ମାସରେ ଶେଷ ହେବାକୁ ଯାଉଛି  ଇ-କେୱାଇସି ଅବଧି। ହେଲେ ଏବେ ବି ୨୦ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାଁନ୍ତି। ତେଣୁ ଚଳିତ ମାସରେ ଯେଉଁ ହିତାଧିକାରୀ ଇ-କେୱାଇସି ପ୍ରକ୍ରିୟା ଶେଷ କରିବେ ନାହିଁ। ସେମାନଙ୍କ ରାସନ କାର୍ଡ ବାତିଲ ହେବ। ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଏଥିରୁ ବାଦ ପଡ଼ିବାର ସମ୍ଭାବନା ରହିଛି। […]

ଭୁବନେଶ୍ବର: ପାଖାପାଖି ୨୦ଲକ୍ଷ ହିତାଧିକାରୀଙ୍କ କଟିବ ରାସନ କାର୍ଡ। ରାଜ୍ୟରେ ରାସନକାର୍ଡ ଧାରୀଙ୍କ ପାଇଁ ଇ-କେୱାଇସି ଯାଞ୍ଚକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଜୁନ ମାସରେ ଶେଷ ହେବାକୁ ଯାଉଛି  ଇ-କେୱାଇସି ଅବଧି। ହେଲେ ଏବେ ବି ୨୦ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରିନାହାଁନ୍ତି। ତେଣୁ ଚଳିତ ମାସରେ ଯେଉଁ ହିତାଧିକାରୀ ଇ-କେୱାଇସି ପ୍ରକ୍ରିୟା ଶେଷ କରିବେ ନାହିଁ। ସେମାନଙ୍କ ରାସନ କାର୍ଡ ବାତିଲ ହେବ। ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଏଥିରୁ ବାଦ ପଡ଼ିବାର ସମ୍ଭାବନା ରହିଛି। ଗତ ୧୩ ବର୍ଷ ଧରି ନୂଆ ରାସନ କାର୍ଡ ଜାରି ହୋଇନାହିଁ। ନୂଆ ସରକାର ଗଠନ ପରେ ୧୭ ଲକ୍ଷ ନୂଆ ଆବେଦନ ପ୍ରାପ୍ତ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର