ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ତ୍ବପୂର୍ଣ ବୈଠକ, ରାଜ୍ୟ ଓ ରାଜ୍ୟବାସୀଙ୍କ ସୁରକ୍ଷା ନେଇ ହେବ ସମୀକ୍ଷା

The Sakala Picture
Published On

ଭୁବନେଶ୍ବର: ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଭିତରେ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମଝୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ତ୍ୱପୂର୍ଣ ବୈଠକ। ସମସ୍ତ ଅଧିକାରୀ ହେବେ ସାମିଲ। ରାଜ୍ୟ ଓ ରାଜ୍ୟବାସୀଙ୍କ ସୁରକ୍ଷା ନେଇ ହେବ ସମୀକ୍ଷା। ଯୁଦ୍ଧକୁ ନେଇ ଭୟଭୀତ ହେବାର ନାହିଁ । ସାବଧାନର ସହ କାର୍ଯ୍ୟ କରିବାକୁ ପରାମର୍ଶ। ଓଡ଼ିଶା କ୍ଷେତ୍ରରେ ସେମିତି ହୁଏତ ବିପଦ ନାହିଁ। କିନ୍ତୁ ଚାନ୍ଦିପୁର , ଶ୍ରୀମନ୍ଦିର ,ଚିଲିକା ଆଇଏନଏସ ଓ ବଙ୍ଗୋପସାଗର ଥିବାରୁ ଆମ ପାଇଁ […]

ଭୁବନେଶ୍ବର: ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଭିତରେ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମଝୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ତ୍ୱପୂର୍ଣ ବୈଠକ। ସମସ୍ତ ଅଧିକାରୀ ହେବେ ସାମିଲ। ରାଜ୍ୟ ଓ ରାଜ୍ୟବାସୀଙ୍କ ସୁରକ୍ଷା ନେଇ ହେବ ସମୀକ୍ଷା। ଯୁଦ୍ଧକୁ ନେଇ ଭୟଭୀତ ହେବାର ନାହିଁ । ସାବଧାନର ସହ କାର୍ଯ୍ୟ କରିବାକୁ ପରାମର୍ଶ। ଓଡ଼ିଶା କ୍ଷେତ୍ରରେ ସେମିତି ହୁଏତ ବିପଦ ନାହିଁ। କିନ୍ତୁ ଚାନ୍ଦିପୁର , ଶ୍ରୀମନ୍ଦିର ,ଚିଲିକା ଆଇଏନଏସ ଓ ବଙ୍ଗୋପସାଗର ଥିବାରୁ ଆମ ପାଇଁ ଗୁରୁତ୍ଵ ତାକୁ ନେଇ ସଜାଗ ରହିଛି ଓଡ଼ିଶା।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

09 May 2025 By The Sakala

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ତ୍ବପୂର୍ଣ ବୈଠକ, ରାଜ୍ୟ ଓ ରାଜ୍ୟବାସୀଙ୍କ ସୁରକ୍ଷା ନେଇ ହେବ ସମୀକ୍ଷା

ଭୁବନେଶ୍ବର: ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଭିତରେ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମଝୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ତ୍ୱପୂର୍ଣ ବୈଠକ। ସମସ୍ତ ଅଧିକାରୀ ହେବେ ସାମିଲ। ରାଜ୍ୟ ଓ ରାଜ୍ୟବାସୀଙ୍କ ସୁରକ୍ଷା ନେଇ ହେବ ସମୀକ୍ଷା। ଯୁଦ୍ଧକୁ ନେଇ ଭୟଭୀତ ହେବାର ନାହିଁ । ସାବଧାନର ସହ କାର୍ଯ୍ୟ କରିବାକୁ ପରାମର୍ଶ। ଓଡ଼ିଶା କ୍ଷେତ୍ରରେ ସେମିତି ହୁଏତ ବିପଦ ନାହିଁ। କିନ୍ତୁ ଚାନ୍ଦିପୁର , ଶ୍ରୀମନ୍ଦିର ,ଚିଲିକା ଆଇଏନଏସ ଓ ବଙ୍ଗୋପସାଗର ଥିବାରୁ ଆମ ପାଇଁ ଗୁରୁତ୍ଵ ତାକୁ ନେଇ ସଜାଗ ରହିଛି ଓଡ଼ିଶା।

https://www.thesakala.in/latest-odisha-news/important-meeting-will-be-heald-by-the-chief-minister/article-40483
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର