ବିଦ୍ୟାଭାରତୀଙ୍କ ଚିଠି ପରେ ସାମ୍ନାକୁ ଆସିଲା ସୌମ୍ୟଙ୍କ ହାତ ଲେଖା ଡାଏରୀ: ଲେଖିଛନ୍ତି ‘ତୁମେ ଯାହା ଚାହିଁବ, ତାହା କରିବାକୁ ପ୍ରସ୍ତୁତ’

The Sakala Picture
Published On

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ପରେ ଏବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି । ଗତ ଫେବ୍ରୁଆରୀରେ ଏହି ଡାଏରୀ ଲେଖିଛନ୍ତି ସୌମ୍ୟ । ସୌମ୍ୟଙ୍କ ହାତ ଲେଖା ଏହି ଡାଏରିରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଭରି ରହିଛି ପ୍ରେମ । ବିଦ୍ୟାଭାରତୀଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ ସ୍ୱାମୀ ସୌମ୍ୟ ତୁମେ ଯାହାବି […]

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ପରେ ଏବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି । ଗତ ଫେବ୍ରୁଆରୀରେ ଏହି ଡାଏରୀ ଲେଖିଛନ୍ତି ସୌମ୍ୟ । ସୌମ୍ୟଙ୍କ ହାତ ଲେଖା ଏହି ଡାଏରିରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଭରି ରହିଛି ପ୍ରେମ । ବିଦ୍ୟାଭାରତୀଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ ସ୍ୱାମୀ ସୌମ୍ୟ ତୁମେ ଯାହାବି ଚାହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ, ମୁଁ ତୁମକୁ ଜଣେ ଭଲ ପତ୍ନୀ ଓ ବନ୍ଧୁ ଭାବେ ଦେଖିବାକୁ ଚାହେଁ । ମୁଁ ମୋର ଚାକିରି ଛାଡି, ତୁମ ପାଇଁ ଦାସ ହେଇ ସାରାଦିନ ରହିବି । ବାସ୍ ମୋ ପାଇଁ ତୁମ ହୃଦୟରେ ଗୋଟିଏ ଛୋଟିଆ ଜାଗାଟିଏ ଦରକାର ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଫେବ୍ରୁଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ଏଭଳି ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ପରବର୍ତ୍ତୀ ସମୟରେ କିଛି ଘଟେ ଏଥିପାଇଁ ମୁଁ ପ୍ରସ୍ତୁତ ରହିଛି । ତେବେ ଯଦି କୌଣସି ସମସ୍ୟା ହୁଏ ସେ ମୋ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଦେବେ । ସୌମ୍ୟରଂଜନଙ୍କ ହାତଲେଖା ଏହି ଡାଏରି ମିଳିବାପରେ ତାଙ୍କର ବିଦ୍ୟାଭାରତୀଙ୍କ ପ୍ରତି କେତେ ଭଲ ପାଇବା ରହିଛି ତାହା ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ବିଦ୍ୟାଭାରତୀଙ୍କ ଯେଉଁ ଚିଠି ସାମ୍ନାକୁ ଆସିଥିଲା, ସେଥିରେ ସୌମ୍ୟଙ୍କ ପାଇଁ କେବଳ ଭରି ରହିଥିଲା ଘୃଣା ଆଉ ଘୃଣା । ହେଲେ ଆଜି ଏହି ଡାଏରି ହିଁ ବୟାନ କରୁଛି ବିଦ୍ୟାଭାରତୀଙ୍କୁ କେତେ ଭଲ ପାଉଥିଲେ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ର ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

23 Jul 2021 By The Sakala

ବିଦ୍ୟାଭାରତୀଙ୍କ ଚିଠି ପରେ ସାମ୍ନାକୁ ଆସିଲା ସୌମ୍ୟଙ୍କ ହାତ ଲେଖା ଡାଏରୀ: ଲେଖିଛନ୍ତି ‘ତୁମେ ଯାହା ଚାହିଁବ, ତାହା କରିବାକୁ ପ୍ରସ୍ତୁତ’

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠି ପରେ ଏବେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି । ଗତ ଫେବ୍ରୁଆରୀରେ ଏହି ଡାଏରୀ ଲେଖିଛନ୍ତି ସୌମ୍ୟ । ସୌମ୍ୟଙ୍କ ହାତ ଲେଖା ଏହି ଡାଏରିରେ ପତ୍ନୀ ବିଦ୍ୟାଭାରତୀଙ୍କ ପାଇଁ ଭରି ରହିଛି ପ୍ରେମ । ବିଦ୍ୟାଭାରତୀଙ୍କ ପାଇଁ ସବୁକିଛି ଛାଡିବାକୁ ପ୍ରସ୍ତୁତ ଥିଲେ ସ୍ୱାମୀ ସୌମ୍ୟ ତୁମେ ଯାହାବି ଚାହିଁବ ମୁଁ ତାହା କରିବାକୁ ପ୍ରସ୍ତୁତ, ମୁଁ ତୁମକୁ ଜଣେ ଭଲ ପତ୍ନୀ ଓ ବନ୍ଧୁ ଭାବେ ଦେଖିବାକୁ ଚାହେଁ । ମୁଁ ମୋର ଚାକିରି ଛାଡି, ତୁମ ପାଇଁ ଦାସ ହେଇ ସାରାଦିନ ରହିବି । ବାସ୍ ମୋ ପାଇଁ ତୁମ ହୃଦୟରେ ଗୋଟିଏ ଛୋଟିଆ ଜାଗାଟିଏ ଦରକାର ।

ଫେବ୍ରୁଆରୀ ୨୨ ଓ ୨୩ ତାରିଖରେ ସୌମ୍ୟ ଏଭଳି ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଯଦି ପରବର୍ତ୍ତୀ ସମୟରେ କିଛି ଘଟେ ଏଥିପାଇଁ ମୁଁ ପ୍ରସ୍ତୁତ ରହିଛି । ତେବେ ଯଦି କୌଣସି ସମସ୍ୟା ହୁଏ ସେ ମୋ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଦେବେ । ସୌମ୍ୟରଂଜନଙ୍କ ହାତଲେଖା ଏହି ଡାଏରି ମିଳିବାପରେ ତାଙ୍କର ବିଦ୍ୟାଭାରତୀଙ୍କ ପ୍ରତି କେତେ ଭଲ ପାଇବା ରହିଛି ତାହା ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ବିଦ୍ୟାଭାରତୀଙ୍କ ଯେଉଁ ଚିଠି ସାମ୍ନାକୁ ଆସିଥିଲା, ସେଥିରେ ସୌମ୍ୟଙ୍କ ପାଇଁ କେବଳ ଭରି ରହିଥିଲା ଘୃଣା ଆଉ ଘୃଣା । ହେଲେ ଆଜି ଏହି ଡାଏରି ହିଁ ବୟାନ କରୁଛି ବିଦ୍ୟାଭାରତୀଙ୍କୁ କେତେ ଭଲ ପାଉଥିଲେ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ର ।

https://www.thesakala.in/latest-odisha-news/paralakhemundi-acf-death-mistry-handwritten-note-of-deceased-surfaces/article-4023
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର