ଭୁବନେଶ୍ବର ବାଲିଯାତ୍ରା ପଡିଆରୁ ମିଳିଲା ପୋତାହୋଇଥିବା ମୃତଦେହ

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଜରିପାଟଣା ବାଲିଯାତ୍ରା ପଡିଆରେ ଏକ ଅଧାପୋତା ମୃତଦେହ ଦେଖିବାକୁ ମିଳିଛି। ବାଲିରେ ସମ୍ପୂର୍ଣ୍ଣ ଶରୀର ପୋତି ହୋଇ ରହିଥିବା ବେଳେ ବାଲି ଉପରକୁ କେବଳ ହାତ ଓ ମୁଣ୍ଡର କିଛି ଅଂଶ ଦେଖାଯାଉଛି। ପାରିପାର୍ଶ୍ବିକ ସ୍ଥିତରୁ କେହି ହତ୍ଯା କରି ପୋତିଦେଇଥିବା ସନ୍ଦେହ କରାଯାଉଛି। ଘଟଣା ବିଷୟରେ ଖବର ପାଇ ମଞ୍ଚେଶ୍ବର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଜରିପାଟଣା ବାଲିଯାତ୍ରା ପଡିଆରେ ଏକ ଅଧାପୋତା ମୃତଦେହ ଦେଖିବାକୁ ମିଳିଛି। ବାଲିରେ ସମ୍ପୂର୍ଣ୍ଣ ଶରୀର ପୋତି ହୋଇ ରହିଥିବା ବେଳେ ବାଲି ଉପରକୁ କେବଳ ହାତ ଓ ମୁଣ୍ଡର କିଛି ଅଂଶ ଦେଖାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ପାରିପାର୍ଶ୍ବିକ ସ୍ଥିତରୁ କେହି ହତ୍ଯା କରି ପୋତିଦେଇଥିବା ସନ୍ଦେହ କରାଯାଉଛି। ଘଟଣା ବିଷୟରେ ଖବର ପାଇ ମଞ୍ଚେଶ୍ବର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

 

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର