ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୧୧୦ ଜଣ କରୋନା ପଜିଟିଭ୍

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୧୦ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୭୮୫୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୧୦ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୭୮୫୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୫୮ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳରୁ ୪୬ , ବାଲେଶ୍ୱରରୁ ୧୬୮ , ବରଗଡ଼ ୧୪ , ଭଦ୍ରକ ୭୯ , ବଲାଙ୍ଗୀର ୧୩ , ବୌଦ୍ଧ ୧୬ , କଟକ ୩୨୩ , ଦେବଗଡ଼ ୫ , ଢେଙ୍କାନାଳ ୩୫ , ଗଜପତି ୧୧ , ଗଞ୍ଜାମ ୧୬ , ଜଗତସିଂହପୁର ୬୭ , ଯାଜପୁର ୯୨ , ଝାରସୁଗୁଡ଼ା ୧୦ , କଳାହାଣ୍ଡି ୭ , କନ୍ଧମାଳ ୧୨ , କେନ୍ଦ୍ରାପଡ଼ା ୧୩୨ , କେନ୍ଦୁଝର ୬୬ , କୋରାପୁଟ ୧୯ , ମାଲକାନଗିରି ୨୨ , ମୟୂରଭଞ୍ଜ ୯୯ , ନବରଙ୍ଗପୁର ୧୦ , ନୟାଗଡ଼ ୭୪ , ନୂଆପଡ଼ା ୨ , ପୁରୀ ୧୧୩ , ରାୟଗଡ଼ା ୨୯ , ସମ୍ୱଲପୁର ୧୯ , ସୋନପୁର ୪ , ସୁନ୍ଦରଗଡ଼ ୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

15 Jul 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୧୧୦ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୧୦ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୭୮୫୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୫୮ ସଂକ୍ରମିତ ।

ଅନୁଗୁଳରୁ ୪୬ , ବାଲେଶ୍ୱରରୁ ୧୬୮ , ବରଗଡ଼ ୧୪ , ଭଦ୍ରକ ୭୯ , ବଲାଙ୍ଗୀର ୧୩ , ବୌଦ୍ଧ ୧୬ , କଟକ ୩୨୩ , ଦେବଗଡ଼ ୫ , ଢେଙ୍କାନାଳ ୩୫ , ଗଜପତି ୧୧ , ଗଞ୍ଜାମ ୧୬ , ଜଗତସିଂହପୁର ୬୭ , ଯାଜପୁର ୯୨ , ଝାରସୁଗୁଡ଼ା ୧୦ , କଳାହାଣ୍ଡି ୭ , କନ୍ଧମାଳ ୧୨ , କେନ୍ଦ୍ରାପଡ଼ା ୧୩୨ , କେନ୍ଦୁଝର ୬୬ , କୋରାପୁଟ ୧୯ , ମାଲକାନଗିରି ୨୨ , ମୟୂରଭଞ୍ଜ ୯୯ , ନବରଙ୍ଗପୁର ୧୦ , ନୟାଗଡ଼ ୭୪ , ନୂଆପଡ଼ା ୨ , ପୁରୀ ୧୧୩ , ରାୟଗଡ଼ା ୨୯ , ସମ୍ୱଲପୁର ୧୯ , ସୋନପୁର ୪ , ସୁନ୍ଦରଗଡ଼ ୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

https://www.thesakala.in/latest-odisha-news/in-the-last-24-hours-2110-more-coronas-were-positive/article-3774
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର