ଆସନ୍ତାକାଲିଠୁ ଗୁଣ୍ଡିଚା ମନ୍ଦିରର ସ୍ୱତନ୍ତ୍ର ଷ୍ଟଲରେ ମିଳିବ ଆଡ଼ପ ଅବଢା

The Sakala Picture
Published On

ପୁରୀ: ଶରଧାବାଲିରେ ତିନି ରଥ, ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ। ଆଜି ସନ୍ଧ୍ୟାରେ ଶରଧାବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରତ୍ନବେଦୀରୁ ଜନ୍ମବେଦୀକୁ ଆସିବା ପରେ ଥକିଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାଳିଆ ଦେହ ଦରଜକୁ କମାଇବା ପାଇଁ ମଙ୍ଗଳ ଆଳତି ପରେ ସେବାୟତ ମାନେ କରିଥିଲେ ଘଷାମୋଡ଼ା। ସେପଟେ ଆସନ୍ତାକାଲିଠୁ ମିଳିବ ଆଡ଼ବ ଅବଢା। ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅବଢ଼ା ବିକ୍ରି ବ୍ୟବସ୍ଥା। […]

ପୁରୀ: ଶରଧାବାଲିରେ ତିନି ରଥ, ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ। ଆଜି ସନ୍ଧ୍ୟାରେ ଶରଧାବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରତ୍ନବେଦୀରୁ ଜନ୍ମବେଦୀକୁ ଆସିବା ପରେ ଥକିଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାଳିଆ ଦେହ ଦରଜକୁ କମାଇବା ପାଇଁ ମଙ୍ଗଳ ଆଳତି ପରେ ସେବାୟତ ମାନେ କରିଥିଲେ ଘଷାମୋଡ଼ା। ସେପଟେ ଆସନ୍ତାକାଲିଠୁ ମିଳିବ ଆଡ଼ବ ଅବଢା। ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅବଢ଼ା ବିକ୍ରି ବ୍ୟବସ୍ଥା। ସୁଆର ମହାସୁଆର ନିଯୋଗ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେପଟେ ଶରଧାବାଲିରେ ରହିଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କର ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଅପରାହ୍ନରେ ଆଡ଼ପ ମଣ୍ଡପ ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି। ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୁରତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

13 Jul 2021 By The Sakala

ଆସନ୍ତାକାଲିଠୁ ଗୁଣ୍ଡିଚା ମନ୍ଦିରର ସ୍ୱତନ୍ତ୍ର ଷ୍ଟଲରେ ମିଳିବ ଆଡ଼ପ ଅବଢା

ପୁରୀ: ଶରଧାବାଲିରେ ତିନି ରଥ, ରଥାରୂଢ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ। ଆଜି ସନ୍ଧ୍ୟାରେ ଶରଧାବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରତ୍ନବେଦୀରୁ ଜନ୍ମବେଦୀକୁ ଆସିବା ପରେ ଥକିଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାଳିଆ ଦେହ ଦରଜକୁ କମାଇବା ପାଇଁ ମଙ୍ଗଳ ଆଳତି ପରେ ସେବାୟତ ମାନେ କରିଥିଲେ ଘଷାମୋଡ଼ା। ସେପଟେ ଆସନ୍ତାକାଲିଠୁ ମିଳିବ ଆଡ଼ବ ଅବଢା। ଗୁଣ୍ଡିଚା ମନ୍ଦିର ଆଡ଼ପ ଅବଢ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି। ନୃସିଂହମନ୍ଦିର ଓ ବସଷ୍ଟାଣ୍ଡରେ ହେବ ଅବଢ଼ା ବିକ୍ରି ବ୍ୟବସ୍ଥା। ସୁଆର ମହାସୁଆର ନିଯୋଗ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେପଟେ ଶରଧାବାଲିରେ ରହିଛନ୍ତି ତିନି ରଥ। ରଥାରୂଢ ଠାକୁରଙ୍କର ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଅପରାହ୍ନରେ ଆଡ଼ପ ମଣ୍ଡପ ବିଜେ ହେବେ ଚତୁର୍ଦ୍ଧାମୂର୍ତ୍ତି। ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୁରତି।

https://www.thesakala.in/latest-odisha-news/adapa-abdha-sell-starts-from-tomorrow/article-3726
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର