ଟ୍ରାଫିକ୍‌ ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ

The Sakala Picture
Published On

ଭୁବନେଶ୍ୱର: ଟ୍ରାଫିକ୍‌ ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ । ସଟ୍‌ଡାଉନରେ କାରୋନା ଚେକିଂ ବେଳେ ଅଘଟଣ। କଳ୍ପନା ଛକରେ ଚେକିଂ ବେଳେ ଅଟୋ ମାଡ଼ିଯିବାରୁ ହାବିଲଦାର ରଞ୍ଜନ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଆହତ ହାବିଲଦାର। କରୋନା କଟକଣା ମଧ୍ୟରେ ଅଟୋ ନ ଚଳାଇଲେ ଫାଇନ୍‌ ମଧ୍ୟ କଟାଯାଉଛି। ମଦ୍ୟପ ଚାଳକ ଚେକିଂ ସମୟରେ କଟକଣା […]

ଭୁବନେଶ୍ୱର: ଟ୍ରାଫିକ୍‌ ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ । ସଟ୍‌ଡାଉନରେ କାରୋନା ଚେକିଂ ବେଳେ ଅଘଟଣ। କଳ୍ପନା ଛକରେ ଚେକିଂ ବେଳେ ଅଟୋ ମାଡ଼ିଯିବାରୁ ହାବିଲଦାର ରଞ୍ଜନ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଆହତ ହାବିଲଦାର। କରୋନା କଟକଣା ମଧ୍ୟରେ ଅଟୋ ନ ଚଳାଇଲେ ଫାଇନ୍‌ ମଧ୍ୟ କଟାଯାଉଛି। ମଦ୍ୟପ ଚାଳକ ଚେକିଂ ସମୟରେ କଟକଣା ଭାଙ୍ଗିବାରୁ ତାଙ୍କୁ ହାବିଲଦାର ଜଣକ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚାଳକ ଜଣକ ବିକଳରେ ଯିବାକୁ ଚେଷ୍ଟା କରୁଥିବା ବେଳେ ହାବିଲଦାରଙ୍କ ଉପରେ ଅଟୋକୁ ଚଢ଼ାଇଦେଇଥିଲେ।

ଆହୁରି ପଢ଼ନ୍ତୁ: ୯ ମାସ ବଢ଼ିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ, ଜାନୁଆରୀ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

10 Jul 2021 By The Sakala

ଟ୍ରାଫିକ୍‌ ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ

ଭୁବନେଶ୍ୱର: ଟ୍ରାଫିକ୍‌ ଚେକିଂ ବେଳେ ହାବିଲଦାରଙ୍କ ମୁଣ୍ଡ ଉପରେ ଅଟୋ ଚଢ଼ାଇ ଦେଲା ମଦ୍ୟପ ଚାଳକ । ସଟ୍‌ଡାଉନରେ କାରୋନା ଚେକିଂ ବେଳେ ଅଘଟଣ। କଳ୍ପନା ଛକରେ ଚେକିଂ ବେଳେ ଅଟୋ ମାଡ଼ିଯିବାରୁ ହାବିଲଦାର ରଞ୍ଜନ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଆହତ ହାବିଲଦାର। କରୋନା କଟକଣା ମଧ୍ୟରେ ଅଟୋ ନ ଚଳାଇଲେ ଫାଇନ୍‌ ମଧ୍ୟ କଟାଯାଉଛି। ମଦ୍ୟପ ଚାଳକ ଚେକିଂ ସମୟରେ କଟକଣା ଭାଙ୍ଗିବାରୁ ତାଙ୍କୁ ହାବିଲଦାର ଜଣକ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚାଳକ ଜଣକ ବିକଳରେ ଯିବାକୁ ଚେଷ୍ଟା କରୁଥିବା ବେଳେ ହାବିଲଦାରଙ୍କ ଉପରେ ଅଟୋକୁ ଚଢ଼ାଇଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର