ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୫୪୨ ଜଣ କରୋନା ପଜିଟିଭ୍

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୫୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୮୪ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୨୩୩୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୫୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୮୪ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୨୩୩୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୨୪ ସଂକ୍ରମିତ ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଅନୁଗୁଳରୁ ୬୦ , ବାଲେଶ୍ୱରରୁ ୨୨୧ , ବରଗଡ଼ ୧୭ , ଭଦ୍ରକ ୧୦୦ , ବଲାଙ୍ଗୀର ୨ , ବୌଦ୍ଧ ୭ , କଟକ ୪୨୮ , ଦେବଗଡ଼ ୭ , ଢେଙ୍କାନାଳ ୩୪, ଗଜପତି ୧୫ , ଗଞ୍ଜାମ ୧୩ , ଜଗତସିଂହପୁର ୧୨୮ , ଯାଜପୁର ୧୩୯ , ଝାରସୁଗୁଡ଼ା ୨୪ , କଳାହାଣ୍ଡି ୧୦ , କନ୍ଧମାଳ ୧୯ , କେନ୍ଦ୍ରାପଡ଼ା ୧୬୭ , କେନ୍ଦୁଝର ୬୯ , କୋରାପୁଟ ୪୦ , ମାଲକାନଗିରି ୪୨ , ମୟୂରଭଞ୍ଜ ୧୨୪ , ନବରଙ୍ଗପୁର ୧୨ , ନୟାଗଡ଼ ୭୮ , ନୂଆପଡ଼ା ୮ , ପୁରୀ ୧୫୦ , ରାୟଗଡ଼ା ୩୭, ସମ୍ୱଲପୁର ୨୮, ସୋନପୁର ୫ , ସୁନ୍ଦରଗଡ଼ ୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

08 Jul 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୫୪୨ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୬୦୨ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୫୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୮୪ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୨୩୩୦ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୪୨୪ ସଂକ୍ରମିତ ।

ଅନୁଗୁଳରୁ ୬୦ , ବାଲେଶ୍ୱରରୁ ୨୨୧ , ବରଗଡ଼ ୧୭ , ଭଦ୍ରକ ୧୦୦ , ବଲାଙ୍ଗୀର ୨ , ବୌଦ୍ଧ ୭ , କଟକ ୪୨୮ , ଦେବଗଡ଼ ୭ , ଢେଙ୍କାନାଳ ୩୪, ଗଜପତି ୧୫ , ଗଞ୍ଜାମ ୧୩ , ଜଗତସିଂହପୁର ୧୨୮ , ଯାଜପୁର ୧୩୯ , ଝାରସୁଗୁଡ଼ା ୨୪ , କଳାହାଣ୍ଡି ୧୦ , କନ୍ଧମାଳ ୧୯ , କେନ୍ଦ୍ରାପଡ଼ା ୧୬୭ , କେନ୍ଦୁଝର ୬୯ , କୋରାପୁଟ ୪୦ , ମାଲକାନଗିରି ୪୨ , ମୟୂରଭଞ୍ଜ ୧୨୪ , ନବରଙ୍ଗପୁର ୧୨ , ନୟାଗଡ଼ ୭୮ , ନୂଆପଡ଼ା ୮ , ପୁରୀ ୧୫୦ , ରାୟଗଡ଼ା ୩୭, ସମ୍ୱଲପୁର ୨୮, ସୋନପୁର ୫ , ସୁନ୍ଦରଗଡ଼ ୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର