ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ -ଟ୍ରକ ଧକ୍କା, ୩ ଯୁବକଙ୍କ ମୃତ୍ଯୁ

The Sakala Picture
Published On

ବଡଚଣା: ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ଯାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କର ଶୋଚନୀୟ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ, ତିନିଜଣ ଯୁବକ କଟକରୁ ଏକ ବାଇକ ଯୋଗେ ଫେରୁଥିଲେ। ଚଟିଘର ନିକଟ ରାଜପଥ ଅତିକ୍ରମ କରୁଥିଲାବେଳେ କଟକରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଯୁବକ ରାସ୍ତାରେ ଛିଟିକି ପଡ଼ିବଥିଲେ। ଘଟଣା ସ୍ଥଳରେ ଜଣଙ୍କର […]

ବଡଚଣା: ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ଯାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କର ଶୋଚନୀୟ ମୃତ୍ଯୁ ଘଟିଛି।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ସୂଚନା ଅନୁଯାୟୀ, ତିନିଜଣ ଯୁବକ କଟକରୁ ଏକ ବାଇକ ଯୋଗେ ଫେରୁଥିଲେ। ଚଟିଘର ନିକଟ ରାଜପଥ ଅତିକ୍ରମ କରୁଥିଲାବେଳେ କଟକରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଯୁବକ ରାସ୍ତାରେ ଛିଟିକି ପଡ଼ିବଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା। ମୃତ ଯୁବକ ମାନେ ନିକଟସ୍ଥ ଅଞ୍ଚଳର ବୋଲି ଆଲୋଚନା ହେଉଥିଲାବେଳେ ସ୍ପଷ୍ଟ ପରିଚୟ ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

07 Jul 2021 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ -ଟ୍ରକ ଧକ୍କା, ୩ ଯୁବକଙ୍କ ମୃତ୍ଯୁ

ବଡଚଣା: ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ଯାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କର ଶୋଚନୀୟ ମୃତ୍ଯୁ ଘଟିଛି।

ସୂଚନା ଅନୁଯାୟୀ, ତିନିଜଣ ଯୁବକ କଟକରୁ ଏକ ବାଇକ ଯୋଗେ ଫେରୁଥିଲେ। ଚଟିଘର ନିକଟ ରାଜପଥ ଅତିକ୍ରମ କରୁଥିଲାବେଳେ କଟକରୁ ଚଣ୍ଡିଖୋଲ ଆଡକୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ ଯୁବକ ରାସ୍ତାରେ ଛିଟିକି ପଡ଼ିବଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲା। ମୃତ ଯୁବକ ମାନେ ନିକଟସ୍ଥ ଅଞ୍ଚଳର ବୋଲି ଆଲୋଚନା ହେଉଥିଲାବେଳେ ସ୍ପଷ୍ଟ ପରିଚୟ ମିଳିପାରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର