ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ

The Sakala Picture
Published On

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ।  ଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି ବଦ୍ରି କହିଛନ୍ତି । ଏପରି ବୟାନ ବାଜିର କିଛି ଲାଭ ନାହିଁ । କାହା ମୁଁହରେ ହାତ ଦେଇ ହେବ କି ? କେଉଁ ଆଧାରରେ ମନମୋହନ ସାମଲ କହିଲେ। ବିଜେଡ଼ି ଭାରତ ବର୍ଷର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡ଼ି ଖାଲି କରିବାର ତାକତ […]

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ।  ଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି ବଦ୍ରି କହିଛନ୍ତି । ଏପରି ବୟାନ ବାଜିର କିଛି ଲାଭ ନାହିଁ । କାହା ମୁଁହରେ ହାତ ଦେଇ ହେବ କି ? କେଉଁ ଆଧାରରେ ମନମୋହନ ସାମଲ କହିଲେ। ବିଜେଡ଼ି ଭାରତ ବର୍ଷର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସେହିପରି, ମନମୋହନ ସାମଲଙ୍କ ବିଜେଡ଼ି ଫାଙ୍କା ହେଇଯିବା ମନ୍ତବ୍ୟକୁ କଡା ସମାଲୋଚନା କଲେ ଗଣେଶ୍ଵର ବେହେରା। କହିଲେ ଏହା ମୁଙ୍ଗେରି ଲାଲକେ ହସିନ ସପ୍ନେ । ସମୟ କହିବ। ୨ ଜଣ ବିଜେଡ଼ି ରାଜ୍ୟସଭା ସାଂସଦଙ୍କୁ ଅପହରଣ କରି ସେମାନେ ଯେଉଁ ଉଲ୍ଲସିତ ହେଉଛନ୍ତି ସେ ଉଲ୍ଲାସ ସ୍ଵଳ୍ପ ଆୟୁ। ତାହା ହିଁ ପ୍ରମାଣିତ। ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ। ଗୋଟିଏ ପରାଜୟରେ ଜଣ କର ସଫଳତା କେବେ ନ୍ୟୁନ ହୁଏନି। ସୁତରାଂ ସେ ଜଣେ ଯୋଦ୍ଧା, ମୁଁ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଲେ। ଲଢିବା ମାନେ ନୁହଁ ଯେ ନିର୍ବାଚନ ଲଢିବା। ଲଢିବା ପାଇଁ ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢିବା।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର