ଆଜିଠୁ ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମପୂରଣ

The Sakala Picture
Published On

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସୋମବାରଠାରୁ ଫର୍ମପୂରଣ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତଥର ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏବଂ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ପାଇଁ ଫର୍ମପୂରଣ କରିପାରିବେ। ଫର୍ମପୂରଣ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ […]

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସୋମବାରଠାରୁ ଫର୍ମପୂରଣ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତଥର ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏବଂ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ପାଇଁ ଫର୍ମପୂରଣ କରିପାରିବେ। ଫର୍ମପୂରଣ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ତେବେ କିଭଳି ଏହି ପରୀକ୍ଷା ପାଇଁ ଫର୍ମପୂରଣ କରାଯିବ ସେ ସଂକ୍ରାନ୍ତରେ ବୋର୍ଡ ୱେବସାଇଟରେ ସମ୍ପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିଭଳି ପୂର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଫଲାଇନ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ। ତେବେ ପ୍ରତି ଜିଲ୍ଲାର ସଦର ମହକୁମା ଏବଂ ଉପଖଣ୍ଡ ସ୍ତରରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା ହୋଇଥିବା ସଭାପତି ରାମାଶିଷ ହାଜିରା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍, ମେ' ଶେଷ ଆଡକୁ ହୋଇପାରେ ବିଧିବଦ୍ଧ ଘୋଷଣା

05 Jul 2021 By The Sakala

ଆଜିଠୁ ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଫର୍ମପୂରଣ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ପରିଚାଳିତ ଅଫଲାଇନ ମାଟ୍ରିକ ପରୀକ୍ଷା ଆସନ୍ତା ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ସୋମବାରଠାରୁ ଫର୍ମପୂରଣ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତଥର ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏବଂ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ପାଇଁ ଫର୍ମପୂରଣ କରିପାରିବେ। ଫର୍ମପୂରଣ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ତେବେ କିଭଳି ଏହି ପରୀକ୍ଷା ପାଇଁ ଫର୍ମପୂରଣ କରାଯିବ ସେ ସଂକ୍ରାନ୍ତରେ ବୋର୍ଡ ୱେବସାଇଟରେ ସମ୍ପୂର୍ଣ୍ଣ ମାର୍ଗଦର୍ଶିକା ଜାରି କରାଯାଇଛି। ସେହିଭଳି ପୂର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅଫଲାଇନ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ। ତେବେ ପ୍ରତି ଜିଲ୍ଲାର ସଦର ମହକୁମା ଏବଂ ଉପଖଣ୍ଡ ସ୍ତରରେ ପରୀକ୍ଷା କେନ୍ଦ୍ର କରିବାକୁ ଯୋଜନା ହୋଇଥିବା ସଭାପତି ରାମାଶିଷ ହାଜିରା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର