ବିଭତ୍ସ ହତ୍ୟାକାଣ୍ଡ : ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କ ମୁଣ୍ଡ-ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମର ଉଲିଡ଼ିହିସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁର୍ବୁତ୍ତ। ଜନୈକା ବୃଦ୍ଧାଙ୍କୁ କେହି ଦୁର୍ବୁତ୍ତ ହତ୍ୟାପରେ ମୁଣ୍ଡ କାଟି ନେଇଥିବା ଦେଖିବାକୁ ମିଳିଛି । ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡିନଥିଲେବି ଗୁଣି ଗାରେଡି କିମ୍ବା ପାରିବାରିକ କଳହରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ […]

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମର ଉଲିଡ଼ିହିସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁର୍ବୁତ୍ତ। ଜନୈକା ବୃଦ୍ଧାଙ୍କୁ କେହି ଦୁର୍ବୁତ୍ତ ହତ୍ୟାପରେ ମୁଣ୍ଡ କାଟି ନେଇଥିବା ଦେଖିବାକୁ ମିଳିଛି । ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡିନଥିଲେବି ଗୁଣି ଗାରେଡି କିମ୍ବା ପାରିବାରିକ କଳହରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର ଆଣି ଅଧିକ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ତେବେ ଏପରି ହତ୍ୟାକାଣ୍ଡ ପୁଲିସ ପାଇଁ ଏକ ଚାଲେଞ୍ଜ ପାଲଟିଥିବା ବେଳେ କିଏ କାହିଁକି ହତ୍ୟା କରିଛି, ହତ୍ୟାକାଣ୍ଡ ଭିଆଇ ଥିବା ଆସାମୀ କିଏ ? ଆସାମୀକୁ ଗିରଫ ପରେ ହିଁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇ ପାରିବ । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ମହିଳା ଜଣଙ୍କ ହେଲେ ସେହି ଗାଁର ଯମୁନା ହାଁସଦା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ଗୁଣିଗାରେଡି ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

04 Jul 2021 By The Sakala

ବିଭତ୍ସ ହତ୍ୟାକାଣ୍ଡ : ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କ ମୁଣ୍ଡ-ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମର ଉଲିଡ଼ିହିସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁର୍ବୁତ୍ତ। ଜନୈକା ବୃଦ୍ଧାଙ୍କୁ କେହି ଦୁର୍ବୁତ୍ତ ହତ୍ୟାପରେ ମୁଣ୍ଡ କାଟି ନେଇଥିବା ଦେଖିବାକୁ ମିଳିଛି । ତେବେ ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣା ପଡିନଥିଲେବି ଗୁଣି ଗାରେଡି କିମ୍ବା ପାରିବାରିକ କଳହରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର ଆଣି ଅଧିକ ତଦନ୍ତ ଆରମ୍ଭ କରିଛି ।

ତେବେ ଏପରି ହତ୍ୟାକାଣ୍ଡ ପୁଲିସ ପାଇଁ ଏକ ଚାଲେଞ୍ଜ ପାଲଟିଥିବା ବେଳେ କିଏ କାହିଁକି ହତ୍ୟା କରିଛି, ହତ୍ୟାକାଣ୍ଡ ଭିଆଇ ଥିବା ଆସାମୀ କିଏ ? ଆସାମୀକୁ ଗିରଫ ପରେ ହିଁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇ ପାରିବ । ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ମହିଳା ଜଣଙ୍କ ହେଲେ ସେହି ଗାଁର ଯମୁନା ହାଁସଦା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ଗୁଣିଗାରେଡି ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର