ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଫିରିଙ୍ଗିଆ ଶଙ୍ଖ କ୍ଷେତ୍ରରେ ମହା ସମାରୋହରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା

The Sakala Picture
Published On

ଫିରିଙ୍ଗିଆ: ସାରା ରାଜ୍ୟର ବିଭିନ୍ନ ଜାଗାରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଶଙ୍ଖକ୍ଷେତ୍ର କୁହାଯାଉଥିବା ଫିରିଙ୍ଗିଆ ଠାରେ ମଧ୍ୟ୍ୟ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନ ତିନିଟା ସମୟରେ ମହାପ୍ରଭୁଙ୍କୁ ବ୍ରାହ୍ମଣ ସେବାୟତ ମାନେ ବ୍ଲକ ଛକ ଠାରେ ଥିବା ମାଉସୀ ମନ୍ଦିରରୁ ପହଣ୍ଡି କରି ରଥାରୂଢ କରାଇବା ପରେ ଅପରାହ୍ନ ଚାରିଟାରେ ରଥଟଣା ଆରମ୍ଭ ହୋଇଥିଲା । ସଂଧ୍ୟା ସାତଟାରେ ମହାପ୍ରଭୁଙ୍କ […]

ଫିରିଙ୍ଗିଆ: ସାରା ରାଜ୍ୟର ବିଭିନ୍ନ ଜାଗାରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଶଙ୍ଖକ୍ଷେତ୍ର କୁହାଯାଉଥିବା ଫିରିଙ୍ଗିଆ ଠାରେ ମଧ୍ୟ୍ୟ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନ ତିନିଟା ସମୟରେ ମହାପ୍ରଭୁଙ୍କୁ ବ୍ରାହ୍ମଣ ସେବାୟତ ମାନେ ବ୍ଲକ ଛକ ଠାରେ ଥିବା ମାଉସୀ ମନ୍ଦିରରୁ ପହଣ୍ଡି କରି ରଥାରୂଢ କରାଇବା ପରେ ଅପରାହ୍ନ ଚାରିଟାରେ ରଥଟଣା ଆରମ୍ଭ ହୋଇଥିଲା । ସଂଧ୍ୟା ସାତଟାରେ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲାଗିଥିଲା । ତେବେ ମହାପ୍ରଭୁଙ୍କ ଏହି ପବିତ୍ର ବାହୁଡା଼ ଯାତ୍ରାରେ ବ୍ରାହ୍ମଣ ସମାଜର ସଭାପତି ବାଲୁଙ୍କେଶ୍ୱର ଆଚାର୍ଯ୍ୟଙ୍କ ସହ ସମସ୍ତ ବ୍ରାହ୍ମଣ ସେବାୟତ ଉପସ୍ଥିତ ରହି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ବାହୁଡା଼ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ଭିଡ଼କୁ ଆଖିଆଗରେ ରଖି ଫିରିଙ୍ଗିଆ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

15 Jul 2024 By The Sakala

ଫିରିଙ୍ଗିଆ ଶଙ୍ଖ କ୍ଷେତ୍ରରେ ମହା ସମାରୋହରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା

ଫିରିଙ୍ଗିଆ: ସାରା ରାଜ୍ୟର ବିଭିନ୍ନ ଜାଗାରେ ପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ଶଙ୍ଖକ୍ଷେତ୍ର କୁହାଯାଉଥିବା ଫିରିଙ୍ଗିଆ ଠାରେ ମଧ୍ୟ୍ୟ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନ ତିନିଟା ସମୟରେ ମହାପ୍ରଭୁଙ୍କୁ ବ୍ରାହ୍ମଣ ସେବାୟତ ମାନେ ବ୍ଲକ ଛକ ଠାରେ ଥିବା ମାଉସୀ ମନ୍ଦିରରୁ ପହଣ୍ଡି କରି ରଥାରୂଢ କରାଇବା ପରେ ଅପରାହ୍ନ ଚାରିଟାରେ ରଥଟଣା ଆରମ୍ଭ ହୋଇଥିଲା । ସଂଧ୍ୟା ସାତଟାରେ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲାଗିଥିଲା । ତେବେ ମହାପ୍ରଭୁଙ୍କ ଏହି ପବିତ୍ର ବାହୁଡା଼ ଯାତ୍ରାରେ ବ୍ରାହ୍ମଣ ସମାଜର ସଭାପତି ବାଲୁଙ୍କେଶ୍ୱର ଆଚାର୍ଯ୍ୟଙ୍କ ସହ ସମସ୍ତ ବ୍ରାହ୍ମଣ ସେବାୟତ ଉପସ୍ଥିତ ରହି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ବାହୁଡା଼ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ଭିଡ଼କୁ ଆଖିଆଗରେ ରଖି ଫିରିଙ୍ଗିଆ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର