ମନୋରଞ୍ଜନ
ଓଡ଼ିଶା
ଦୀର୍ଘ ୫ ଦିନ ପରେ ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍ ପ୍ରକାଶଙ୍କ ମୃତଦେହ, ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ
ଖୋର୍ଦ୍ଧା: ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୫ ଦିନ ଖୋଜାଖୋଜି କରିବା ପରେ ଆଜି ସକାଳେ ଖଣି ପାଣିରେ ଭାସିଥିଲା ଓମ୍ ପ୍ରକାଶଙ୍କ ମୃତଦେହ । ଓମ୍ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସୋମବାର ରିଲ୍ସ କରିବା ବେଳେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ ପ୍ରକାଶ […]
ଖୋର୍ଦ୍ଧା: ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୫ ଦିନ ଖୋଜାଖୋଜି କରିବା ପରେ ଆଜି ସକାଳେ ଖଣି ପାଣିରେ ଭାସିଥିଲା ଓମ୍ ପ୍ରକାଶଙ୍କ ମୃତଦେହ । ଓମ୍ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସୋମବାର ରିଲ୍ସ କରିବା ବେଳେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ ପ୍ରକାଶ ନିଖୋଜ ଥିଲେ ।
ଅଗ୍ନିଶମ ବିଭାଗ, ଓଡ୍ରାଫ୍, ନାଭାଲ ଟିମ୍ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ପରେ କ୍ୟାମେରା ଓ ରୋବଟ୍ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା । ଆଜି ୫ ଦିନ ପରେ ଓମଙ୍କ ମୃତହେଦ ମିଳିଛି ।