ଲୋକଙ୍କ ସମସ୍ୟା ଶୁଣିବା ଓ ସମାଧାନ କରିବା ରାଜ୍ୟସରକାରଙ୍କ କର୍ତ୍ତବ୍ୟ: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି । ଏହି ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକମାନଙ୍କର ସମସ୍ୟା ଶୁଣିବା ଓ ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ତୃଣମୂଳ ସ୍ତରରୁ ଜନଶୁଣାଣୀର ବ୍ୟବସ୍ଥା ଅଛି ସେଥି ପ୍ରତି ବ୍ୟବସ୍ଥା କରାଯିବ। ସିଧା ସଳଖ ଲୋକଙ୍କ ସହ ସରକାର ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି। ଲୋକ ସମାଧାନ ପାଇପାରିବେ। ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ। ସାଢେ଼ ଚାରି କୋଟି […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି । ଏହି ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକମାନଙ୍କର ସମସ୍ୟା ଶୁଣିବା ଓ ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ତୃଣମୂଳ ସ୍ତରରୁ ଜନଶୁଣାଣୀର ବ୍ୟବସ୍ଥା ଅଛି ସେଥି ପ୍ରତି ବ୍ୟବସ୍ଥା କରାଯିବ। ସିଧା ସଳଖ ଲୋକଙ୍କ ସହ ସରକାର ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି। ଲୋକ ସମାଧାନ ପାଇପାରିବେ। ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ। ସାଢେ଼ ଚାରି କୋଟି ଓଡ଼ିଆ ସରକାରଙ୍କ ଉପରେ ଭରସା କରିପାରିବେ। ଯଦି ସରକାର ଅଭିଯୋଗ ନ ଶୁଣିବେ ଲୋକଙ୍କ ଭବିଷ୍ୟତ ଅନ୍ଧକାର ହେଇଯିବ। ଲୋକ ବିଭିନ୍ନ ଜାଗାକୁ ଦୌଡ଼ି ମଧ୍ୟ ସମାଧାନ ହୋଇପାରିନି। ଅଭିଯୋଗ କାରି ବ୍ୟକ୍ତି ମାନଙ୍କ ସହ କଥା ହୋଇ ଅଭିଯୋଗ ଶୁଣାଯାଇଛି। ସମାଧାନର ରାସ୍ତା ବାହାରିବ। ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଗୁରୁତ୍ୱ ରହୁଛି। ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଛି ସବୁଠି ଅଭିଯୋଗ ଶୁଣାଣି ଚାଲିଛି। ଓଡ଼ିଶାରେ ସୁସ୍ଥ ବାତାବରଣ ସୃଷ୍ଟି ହେବ। ସବୁ ସୋମବାର ଏହି କାର୍ଯ୍ୟକ୍ରମ ହେବ । ଆଶା କରିବି ଲୋକଙ୍କୁ ନିବେଦନ ଆମେ ଯେଉଁ ନୀତି ନିୟମ ଦେଉଛୁ ଜିଲ୍ଲାରେ ଭେଟନ୍ତୁ। ଜିଲ୍ଲା ସ୍ତରରେ ଅଧିକ ତ୍ଵରାନିତ ହେବ ଅଭିଯୋଗ ଶୁଣାଣି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

01 Jul 2024 By The Sakala

ଲୋକଙ୍କ ସମସ୍ୟା ଶୁଣିବା ଓ ସମାଧାନ କରିବା ରାଜ୍ୟସରକାରଙ୍କ କର୍ତ୍ତବ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି । ଏହି ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକମାନଙ୍କର ସମସ୍ୟା ଶୁଣିବା ଓ ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ତୃଣମୂଳ ସ୍ତରରୁ ଜନଶୁଣାଣୀର ବ୍ୟବସ୍ଥା ଅଛି ସେଥି ପ୍ରତି ବ୍ୟବସ୍ଥା କରାଯିବ। ସିଧା ସଳଖ ଲୋକଙ୍କ ସହ ସରକାର ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି। ଲୋକ ସମାଧାନ ପାଇପାରିବେ। ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ। ସାଢେ଼ ଚାରି କୋଟି ଓଡ଼ିଆ ସରକାରଙ୍କ ଉପରେ ଭରସା କରିପାରିବେ। ଯଦି ସରକାର ଅଭିଯୋଗ ନ ଶୁଣିବେ ଲୋକଙ୍କ ଭବିଷ୍ୟତ ଅନ୍ଧକାର ହେଇଯିବ। ଲୋକ ବିଭିନ୍ନ ଜାଗାକୁ ଦୌଡ଼ି ମଧ୍ୟ ସମାଧାନ ହୋଇପାରିନି। ଅଭିଯୋଗ କାରି ବ୍ୟକ୍ତି ମାନଙ୍କ ସହ କଥା ହୋଇ ଅଭିଯୋଗ ଶୁଣାଯାଇଛି। ସମାଧାନର ରାସ୍ତା ବାହାରିବ। ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଗୁରୁତ୍ୱ ରହୁଛି। ସବୁ ବିଭାଗର ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଛି ସବୁଠି ଅଭିଯୋଗ ଶୁଣାଣି ଚାଲିଛି। ଓଡ଼ିଶାରେ ସୁସ୍ଥ ବାତାବରଣ ସୃଷ୍ଟି ହେବ। ସବୁ ସୋମବାର ଏହି କାର୍ଯ୍ୟକ୍ରମ ହେବ । ଆଶା କରିବି ଲୋକଙ୍କୁ ନିବେଦନ ଆମେ ଯେଉଁ ନୀତି ନିୟମ ଦେଉଛୁ ଜିଲ୍ଲାରେ ଭେଟନ୍ତୁ। ଜିଲ୍ଲା ସ୍ତରରେ ଅଧିକ ତ୍ଵରାନିତ ହେବ ଅଭିଯୋଗ ଶୁଣାଣି ।

https://www.thesakala.in/latest-odisha-news/duty-of-the-state-govt-to-listen-to-peoples-problems-and-solve-them-cm-said/article-33320
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର