ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ହାତ କାଟିଲେ ଛାତ୍ରୀ

The Sakala Picture
Published On

ପୁରୀ: ଚଳିତ ବର୍ଷ ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଆଜି ପୁରୀରେ ମଧ୍ୟ ମାଟ୍ରିକ ଫଳାଫଳକୁ ନେଇ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ପୁରୀ ମଧୁବନ ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ, ଏଥି ମଧ୍ୟରେ ଜନୈକ ଛାତ୍ରୀ ପ୍ରଜ୍ବଳିତା ପ୍ରିୟଦର୍ଶିନୀ ନାମକ ଜଣେ ଛାତ୍ରୀ ନିଜ ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ନିଜ ବାମ ହାତ […]

ପୁରୀ: ଚଳିତ ବର୍ଷ ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଆଜି ପୁରୀରେ ମଧ୍ୟ ମାଟ୍ରିକ ଫଳାଫଳକୁ ନେଇ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ପୁରୀ ମଧୁବନ ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ, ଏଥି ମଧ୍ୟରେ ଜନୈକ ଛାତ୍ରୀ ପ୍ରଜ୍ବଳିତା ପ୍ରିୟଦର୍ଶିନୀ ନାମକ ଜଣେ ଛାତ୍ରୀ ନିଜ ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ନିଜ ବାମ ହାତ କୁ ଧାରୁଆ ଅସ୍ତ୍ରରେ କାଟିଦେଇଥିବା ଜଣାପଡିଛି । ତେବେ ଏ ଭଳି ଘଟଣା ସାଧାରଣ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଳଟିଥିବା ବେଳେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ବିଭାଗ ନ ଖେଳିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି । ସେପଟେ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

28 Jun 2021 By The Sakala

ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ହାତ କାଟିଲେ ଛାତ୍ରୀ

ପୁରୀ: ଚଳିତ ବର୍ଷ ମାଟ୍ରିକ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଆଜି ପୁରୀରେ ମଧ୍ୟ ମାଟ୍ରିକ ଫଳାଫଳକୁ ନେଇ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ପୁରୀ ମଧୁବନ ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ, ଏଥି ମଧ୍ୟରେ ଜନୈକ ଛାତ୍ରୀ ପ୍ରଜ୍ବଳିତା ପ୍ରିୟଦର୍ଶିନୀ ନାମକ ଜଣେ ଛାତ୍ରୀ ନିଜ ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ନିଜ ବାମ ହାତ କୁ ଧାରୁଆ ଅସ୍ତ୍ରରେ କାଟିଦେଇଥିବା ଜଣାପଡିଛି । ତେବେ ଏ ଭଳି ଘଟଣା ସାଧାରଣ ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଳଟିଥିବା ବେଳେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ବିଭାଗ ନ ଖେଳିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି । ସେପଟେ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ ଅଶାନ୍ତି ଦେଖିବାକୁ ମିଳିଛି ।

https://www.thesakala.in/latest-odisha-news/student-dissatisfaction-with-matriculation-results-in-puri/article-3303
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର