ମାଟି ଅତଡ଼ା ଧସି ଫସିଗଲେ ୩ ଶ୍ରମିକ

The Sakala Picture
Published On

ଗଂଜାମ: କାର୍ଯ୍ୟ ଚାଲିଥିଲା ବେଳେ ହଠାତ ବାଜିରେ ଲଗିଲା ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସାଇଟ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଧସି ତିନି ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା । ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତି । ସାଇଟ ୱାଲ କାର୍ଯ୍ୟ ଚାଲିଥିଲା […]

ଗଂଜାମ: କାର୍ଯ୍ୟ ଚାଲିଥିଲା ବେଳେ ହଠାତ ବାଜିରେ ଲଗିଲା ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସାଇଟ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଧସି ତିନି ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତି । ସାଇଟ ୱାଲ କାର୍ଯ୍ୟ ଚାଲିଥିଲା ବେଳେ ମାଟି ଅତଡ଼ା ଧସି ଯାଇଥିଲା ।ଫଳରେ ଆଖି ପିଛୁଳାକେ କାର୍ଯ୍ୟ କରୁଥିବା ଶ୍ରମିକ ମୁକୁଳି ଆସିବାରେ ବିଫଳ ହୋଇଥିଲେ । ଫଳରେ ମାଟି ତଳେ ଚାପି ହୋଇ ରହିଥଛିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

27 Jun 2021 By The Sakala

ମାଟି ଅତଡ଼ା ଧସି ଫସିଗଲେ ୩ ଶ୍ରମିକ

ଗଂଜାମ: କାର୍ଯ୍ୟ ଚାଲିଥିଲା ବେଳେ ହଠାତ ବାଜିରେ ଲଗିଲା ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସାଇଟ ୱାଲ ନିର୍ମାଣ ବେଳେ ମାଟି ଅତଡ଼ା ଧସି ତିନି ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ।

ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତି । ସାଇଟ ୱାଲ କାର୍ଯ୍ୟ ଚାଲିଥିଲା ବେଳେ ମାଟି ଅତଡ଼ା ଧସି ଯାଇଥିଲା ।ଫଳରେ ଆଖି ପିଛୁଳାକେ କାର୍ଯ୍ୟ କରୁଥିବା ଶ୍ରମିକ ମୁକୁଳି ଆସିବାରେ ବିଫଳ ହୋଇଥିଲେ । ଫଳରେ ମାଟି ତଳେ ଚାପି ହୋଇ ରହିଥଛିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

https://www.thesakala.in/latest-odisha-news/landslide-during-construction-work-in-ganjam/article-3281
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର