ତୃତୀୟ ପର୍ଯ୍ୟାୟ ପରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡ଼ି: କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ତୃତୀୟ ପର୍ୟ୍ୟାୟ ନିର୍ବାଚନ ପରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ। ଥାର୍ଡ -ଫୋର୍ଥ ସିଟରେ ନିର୍ବାଚନରେ ଜିତିବୁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । କଣ୍ଟାବାଞ୍ଜିରେ ଭଲ ଭୋଟରେ ଜିତିବେ ମାନ୍ୟବର ମୁଖ୍ୟମନ୍ତ୍ରୀ।  ହିଞ୍ଜିଳିରେ ଭଲ ଆଶୀର୍ବାଦ ମିଳିବ। ଭୋଟ ବ୍ୟବଧାନ ଉପରେ ବିଶେଷ କହିପାରିବି ନାହିଁ ବୋଲି ସେ କହିଛନ୍ତ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରଭାବ ପକେଇଛି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ […]

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ତୃତୀୟ ପର୍ୟ୍ୟାୟ ନିର୍ବାଚନ ପରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ। ଥାର୍ଡ -ଫୋର୍ଥ ସିଟରେ ନିର୍ବାଚନରେ ଜିତିବୁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । କଣ୍ଟାବାଞ୍ଜିରେ ଭଲ ଭୋଟରେ ଜିତିବେ ମାନ୍ୟବର ମୁଖ୍ୟମନ୍ତ୍ରୀ।  ହିଞ୍ଜିଳିରେ ଭଲ ଆଶୀର୍ବାଦ ମିଳିବ। ଭୋଟ ବ୍ୟବଧାନ ଉପରେ ବିଶେଷ କହିପାରିବି ନାହିଁ ବୋଲି ସେ କହିଛନ୍ତ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରଭାବ ପକେଇଛି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା। ବିଭିନ୍ନ ବର୍ଗର ଦାବି ବିଜୁସ୍ୱାସ୍ଥ୍ୟ କାର୍ଡ ପାଇଁ ଥିଲା, ତାହା ଲାଗୁ ହେଇଯିବ। ବୃହତ ବ୍ୟବଧାନରେ ସରକାର କରିବ ବିଜେଡି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଲୋକସଭାରେ ମଧ୍ୟ ଭଲ ଫଳାଫଳ ହେବ। ୨୦୧୪/୧୯ ରେ ବି ପରିବର୍ତ୍ତନର କଥା କହୁଥିଲେ ବିରୋଧୀ । ନୂଆ ଓଡ଼ିଶା ଗଠନ ହେଉଛି। ସେଇ ରୂପାନ୍ତିକରଣ ହିଁ ପରିବର୍ତ୍ତନ। ବିଜେଡି ବଡ଼ ବ୍ୟବଧାନରେ ଜିତିବ। ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡିକୁ ବଡ ସଫଳତା ମିଳିବ। ବିଜେପିର ୩୦ ସିଟ ଜିତିବା ଇଣ୍ଟରନାଲ ଟାର୍ଗେଟ। ସେଥିରୁ ବି କମିବ। ସେଥିପାଇଁ ବାରମ୍ବାର ସିଟ ସଂଖ୍ୟା ବଦଳୁଛି । ପଶ୍ଚିମ ଓଡ଼ିଶାରେ ବିଜେଡ଼ି କ୍ଲିନସ୍ୱିପ କରିବ ବୋଲି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

24 May 2024 By The Sakala

ତୃତୀୟ ପର୍ଯ୍ୟାୟ ପରେ ସଂଖ୍ୟାଗରିଷ୍ଠତା ହାସଲ କରିବ ବିଜେଡ଼ି: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶାରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ତୃତୀୟ ପର୍ୟ୍ୟାୟ ନିର୍ବାଚନ ପରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ। ଥାର୍ଡ -ଫୋର୍ଥ ସିଟରେ ନିର୍ବାଚନରେ ଜିତିବୁ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ । କଣ୍ଟାବାଞ୍ଜିରେ ଭଲ ଭୋଟରେ ଜିତିବେ ମାନ୍ୟବର ମୁଖ୍ୟମନ୍ତ୍ରୀ।  ହିଞ୍ଜିଳିରେ ଭଲ ଆଶୀର୍ବାଦ ମିଳିବ। ଭୋଟ ବ୍ୟବଧାନ ଉପରେ ବିଶେଷ କହିପାରିବି ନାହିଁ ବୋଲି ସେ କହିଛନ୍ତ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରଭାବ ପକେଇଛି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା। ବିଭିନ୍ନ ବର୍ଗର ଦାବି ବିଜୁସ୍ୱାସ୍ଥ୍ୟ କାର୍ଡ ପାଇଁ ଥିଲା, ତାହା ଲାଗୁ ହେଇଯିବ। ବୃହତ ବ୍ୟବଧାନରେ ସରକାର କରିବ ବିଜେଡି।

ଲୋକସଭାରେ ମଧ୍ୟ ଭଲ ଫଳାଫଳ ହେବ। ୨୦୧୪/୧୯ ରେ ବି ପରିବର୍ତ୍ତନର କଥା କହୁଥିଲେ ବିରୋଧୀ । ନୂଆ ଓଡ଼ିଶା ଗଠନ ହେଉଛି। ସେଇ ରୂପାନ୍ତିକରଣ ହିଁ ପରିବର୍ତ୍ତନ। ବିଜେଡି ବଡ଼ ବ୍ୟବଧାନରେ ଜିତିବ। ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରୁ ବିଜେଡିକୁ ବଡ ସଫଳତା ମିଳିବ। ବିଜେପିର ୩୦ ସିଟ ଜିତିବା ଇଣ୍ଟରନାଲ ଟାର୍ଗେଟ। ସେଥିରୁ ବି କମିବ। ସେଥିପାଇଁ ବାରମ୍ବାର ସିଟ ସଂଖ୍ୟା ବଦଳୁଛି । ପଶ୍ଚିମ ଓଡ଼ିଶାରେ ବିଜେଡ଼ି କ୍ଲିନସ୍ୱିପ କରିବ ବୋଲି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର