ଜୁନ ୧ରୁ ନୂଆ ନିୟମ: ଏଣିକି ବାଧ୍ୟତାମୂଳକ ନୁହେଁ RTOରେ ଡ୍ରାଇଭିଂ ଟେଷ୍ଟ, ଘରୋଇ ସେଣ୍ଟରରେ ଦେଇପାରିବେ ଟେଷ୍ଟ

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। ନୂଆ ନିୟମ- -ଜୁନ ୧ରୁ ଆବେଦନକାରୀମାନେ ଆରଟିଓ ବଦଳରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ। -ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ […]

ନୂଆଦିଲ୍ଲୀ: ଏଣିକି ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ନୂଆ ନିୟମ-

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

-ଜୁନ ୧ରୁ ଆବେଦନକାରୀମାନେ ଆରଟିଓ ବଦଳରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

-ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ ମଧ୍ୟ ଆରଟିଓ ଯିବାକୁ ପଡିବନି।

-ଯେଉଁ ଟ୍ରେନିଂ ସେଣ୍ଟରରେ ଟେଷ୍ଟ ଦେଇଥିବେ, ସେହିଠାରୁ ସାର୍ଟିଫିକେଟ ପାଇପାରିବେ।

-ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ପାଇଁ ଶାରୀରିକ ଯାଞ୍ଚ(ଫିଜିକାଲ ଟେଷ୍ଟ)କୁ ହ୍ରାସ କରିଛି।

ଘରୋଇ ଡ୍ରାଇଭିଂ ସ୍କୁଲ୍ ପାଇଁ ନୂଆ ନିୟମ:

ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକରେ ହାଲୁକା ମୋଟର ଯାନ ତାଲିମ ପାଇଁ ସର୍ବନିମ୍ନ ଏକ ଏକର ଜମି ଏବଂ ଭାରୀ ମୋଟର ଯାନ ତାଲିମ ପାଇଁ ୨ ଏକର ରହିବା ଜରୁରୀ।
ସ୍କୁଲଗୁଡିକରେ ଆବଶ୍ୟକୀୟ ସୁବିଧା ରହିଥିବା ଆବଶ୍ୟକ।

ପ୍ରଶିକ୍ଷକମାନେ ନିଶ୍ଚିତ ଭାବରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା, ଅତି କମରେ ୫ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ ଏବଂ ଆଇଟି ସିଷ୍ଟମ ସହିତ ପରିଚିତ ହେବା ଆବଶ୍ୟକ।

ଟ୍ରେନିଂ:
ହାଲୁକା ମୋଟର ଯାନ : ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଟ୍ରେନିଂ ଦିଆଯିବ, ଯେଉଁଥିରେ ୮ ଘଣ୍ଟାର ଥିଓରି ଏବଂ ୨୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ।
ଭାରୀ ମୋଟର ଯାନ : ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟା, ୮ ଘଣ୍ଟା ଥିଓରି ଏବଂ ୩୧ ଘଣ୍ଟା ପ୍ରାକ୍ଟିକାଲ।

ଦେୟ:

ଲାନର୍ସ ଲାଇସେନ୍ସ ପାଇଁ ୧୦୦ଟ ଙ୍କା ରହିଥିବା ବେଳେ ଲାନର୍ସ ଲାଇସେନ୍ସ ଟେଷ୍ଟ ପାଇଁ ୫୦ ଟଙ୍କା ରହିଛି।  ଡ୍ରାଇଭିଂ ଟେଷ୍ଟ ପାଇଁ ୩୦୦ ଟଙ୍କା ରହିଥିବା ବେଳେ  ଡ୍ରାଇଭିଂ ଲାଇସେନ୍ସ ୨୦୦ ଟଙ୍କା ରହିଛି।  ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଅନୁମତି ୧,୦୦୦ ଟଙ୍କା ରହିଛି।

23 May 2024 By The Sakala

ଜୁନ ୧ରୁ ନୂଆ ନିୟମ: ଏଣିକି ବାଧ୍ୟତାମୂଳକ ନୁହେଁ RTOରେ ଡ୍ରାଇଭିଂ ଟେଷ୍ଟ, ଘରୋଇ ସେଣ୍ଟରରେ ଦେଇପାରିବେ ଟେଷ୍ଟ

ନୂଆଦିଲ୍ଲୀ: ଏଣିକି ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୧ରୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ଅନୁସାରେ, ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ।

ନୂଆ ନିୟମ-

-ଜୁନ ୧ରୁ ଆବେଦନକାରୀମାନେ ଆରଟିଓ ବଦଳରେ ସରକାରଙ୍କ ଦ୍ୱାରା ଅନୁମୋଦିତ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ଟେଷ୍ଟ ଦେଇପାରିବେ।

-ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ ପାଇଁ ମଧ୍ୟ ଆରଟିଓ ଯିବାକୁ ପଡିବନି।

-ଯେଉଁ ଟ୍ରେନିଂ ସେଣ୍ଟରରେ ଟେଷ୍ଟ ଦେଇଥିବେ, ସେହିଠାରୁ ସାର୍ଟିଫିକେଟ ପାଇପାରିବେ।

-ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ପାଇଁ ଶାରୀରିକ ଯାଞ୍ଚ(ଫିଜିକାଲ ଟେଷ୍ଟ)କୁ ହ୍ରାସ କରିଛି।

ଘରୋଇ ଡ୍ରାଇଭିଂ ସ୍କୁଲ୍ ପାଇଁ ନୂଆ ନିୟମ:

ଡ୍ରାଇଭିଂ ତାଲିମ କେନ୍ଦ୍ରଗୁଡ଼ିକରେ ହାଲୁକା ମୋଟର ଯାନ ତାଲିମ ପାଇଁ ସର୍ବନିମ୍ନ ଏକ ଏକର ଜମି ଏବଂ ଭାରୀ ମୋଟର ଯାନ ତାଲିମ ପାଇଁ ୨ ଏକର ରହିବା ଜରୁରୀ।
ସ୍କୁଲଗୁଡିକରେ ଆବଶ୍ୟକୀୟ ସୁବିଧା ରହିଥିବା ଆବଶ୍ୟକ।

ପ୍ରଶିକ୍ଷକମାନେ ନିଶ୍ଚିତ ଭାବରେ ଏକ ଉଚ୍ଚ ବିଦ୍ୟାଳୟର ଡିପ୍ଲୋମା, ଅତି କମରେ ୫ ବର୍ଷର ଡ୍ରାଇଭିଂ ଅଭିଜ୍ଞତା ଏବଂ ବାୟୋମେଟ୍ରିକ୍ସ ଏବଂ ଆଇଟି ସିଷ୍ଟମ ସହିତ ପରିଚିତ ହେବା ଆବଶ୍ୟକ।

ଟ୍ରେନିଂ:
ହାଲୁକା ମୋଟର ଯାନ : ୪ ସପ୍ତାହ ମଧ୍ୟରେ ୨୯ ଘଣ୍ଟା ଟ୍ରେନିଂ ଦିଆଯିବ, ଯେଉଁଥିରେ ୮ ଘଣ୍ଟାର ଥିଓରି ଏବଂ ୨୧ ଘଣ୍ଟା ପ୍ରାକ୍ଟିକାଲ କରାଯିବ।
ଭାରୀ ମୋଟର ଯାନ : ୬ ସପ୍ତାହ ମଧ୍ୟରେ ୩୮ ଘଣ୍ଟା, ୮ ଘଣ୍ଟା ଥିଓରି ଏବଂ ୩୧ ଘଣ୍ଟା ପ୍ରାକ୍ଟିକାଲ।

ଦେୟ:

ଲାନର୍ସ ଲାଇସେନ୍ସ ପାଇଁ ୧୦୦ଟ ଙ୍କା ରହିଥିବା ବେଳେ ଲାନର୍ସ ଲାଇସେନ୍ସ ଟେଷ୍ଟ ପାଇଁ ୫୦ ଟଙ୍କା ରହିଛି।  ଡ୍ରାଇଭିଂ ଟେଷ୍ଟ ପାଇଁ ୩୦୦ ଟଙ୍କା ରହିଥିବା ବେଳେ  ଡ୍ରାଇଭିଂ ଲାଇସେନ୍ସ ୨୦୦ ଟଙ୍କା ରହିଛି।  ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଅନୁମତି ୧,୦୦୦ ଟଙ୍କା ରହିଛି।

https://www.thesakala.in/latest-odisha-news/driving-tests-not-mandatory-at-rto-new-license-rules-effective-from-june-1/article-32366
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର