ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୦୩୧ ପଜିଟିଭ

The Sakala Picture
Published On

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୩୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୯୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୦୫୩୩ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ […]

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୩୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୯୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୦୫୩୩ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୮୨ ସଂକ୍ରମିତ । ଅନୁଗୁଳରୁ ୧୨୧ , ବାଲେଶ୍ୱରରୁ ୨୯୦, ବରଗଡ଼ ୩୯, ଭଦ୍ରକ ୧୩୫, ବଲାଙ୍ଗୀର ୩୦ , ବୌଦ୍ଧ ୪୦, କଟକ ୨୯୫ , ଦେବଗଡ଼ ୧୧, ଢେଙ୍କାନାଳ ୯୦, ଗଜପତି ୨୫, ଗଞ୍ଜାମ ୨୬, ଜଗତସିଂହପୁର ୧୦୭, ଯାଜପୁର ୨୨୬, ଝାରସୁଗୁଡ଼ା ୧୭, କଳାହାଣ୍ଡି ୩୯ , କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୧୧୮, କେନ୍ଦୁଝର ୬୮ , କୋରାପୁଟ ୬୮, ମାଲକାନଗିରି ୪୩ , ମୟୂରଭଞ୍ଜ ୧୬୭, ନବରଙ୍ଗପୁର ୬୩, ନୟାଗଡ଼ ୧୪୦, ନୂଆପଡ଼ା ୨୦, ପୁରୀ ୧୮୦, ରାୟଗଡ଼ା ୪୪, ସମ୍ୱଲପୁର ୩୦, ସୋନପୁର ୨୨ , ସୁନ୍ଦରଗଡ଼ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

21 Jun 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୦୩୧ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୩୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୩୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨୯୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୦୫୩୩ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୮୨ ସଂକ୍ରମିତ । ଅନୁଗୁଳରୁ ୧୨୧ , ବାଲେଶ୍ୱରରୁ ୨୯୦, ବରଗଡ଼ ୩୯, ଭଦ୍ରକ ୧୩୫, ବଲାଙ୍ଗୀର ୩୦ , ବୌଦ୍ଧ ୪୦, କଟକ ୨୯୫ , ଦେବଗଡ଼ ୧୧, ଢେଙ୍କାନାଳ ୯୦, ଗଜପତି ୨୫, ଗଞ୍ଜାମ ୨୬, ଜଗତସିଂହପୁର ୧୦୭, ଯାଜପୁର ୨୨୬, ଝାରସୁଗୁଡ଼ା ୧୭, କଳାହାଣ୍ଡି ୩୯ , କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୧୧୮, କେନ୍ଦୁଝର ୬୮ , କୋରାପୁଟ ୬୮, ମାଲକାନଗିରି ୪୩ , ମୟୂରଭଞ୍ଜ ୧୬୭, ନବରଙ୍ଗପୁର ୬୩, ନୟାଗଡ଼ ୧୪୦, ନୂଆପଡ଼ା ୨୦, ପୁରୀ ୧୮୦, ରାୟଗଡ଼ା ୪୪, ସମ୍ୱଲପୁର ୩୦, ସୋନପୁର ୨୨ , ସୁନ୍ଦରଗଡ଼ ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର