ଦୋଳ ମେଳଣରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

The Sakala Picture
Published On

ବାଳକାଟି: ଦୋଳମେଲଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ମାରଣାସ୍ତ୍ରରେ ହାଣି ଦେଇଥିବା ସୁଚନା । ବାଲିଅନ୍ତା ଥାନା ବାଳକାଟି ଦୋଳମେଳଣରେ ଘଟିଛି ଏଭଲି ଅଘଟଣ । ଠାକୁର୍ ପ୍ରୋସେସନକୁ ନେଇ ଝଗଡ଼ା ଆରମ୍ଭ ହୋଇଥିବା ବେଳେ ବାଳକାଟି ବେହେରାସାହିର କେତେକ ଯୁବକ ଚାରମାଣିଆ ସାହିର ରାଜା ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ରାଜାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି […]

ବାଳକାଟି: ଦୋଳମେଲଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ମାରଣାସ୍ତ୍ରରେ ହାଣି ଦେଇଥିବା ସୁଚନା । ବାଲିଅନ୍ତା ଥାନା ବାଳକାଟି ଦୋଳମେଳଣରେ ଘଟିଛି ଏଭଲି ଅଘଟଣ । ଠାକୁର୍ ପ୍ରୋସେସନକୁ ନେଇ ଝଗଡ଼ା ଆରମ୍ଭ ହୋଇଥିବା ବେଳେ ବାଳକାଟି ବେହେରାସାହିର କେତେକ ଯୁବକ ଚାରମାଣିଆ ସାହିର ରାଜା ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ରାଜାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

31 Mar 2024 By The Sakala

ଦୋଳ ମେଳଣରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ବାଳକାଟି: ଦୋଳମେଲଣରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ମାରଣାସ୍ତ୍ରରେ ହାଣି ଦେଇଥିବା ସୁଚନା । ବାଲିଅନ୍ତା ଥାନା ବାଳକାଟି ଦୋଳମେଳଣରେ ଘଟିଛି ଏଭଲି ଅଘଟଣ । ଠାକୁର୍ ପ୍ରୋସେସନକୁ ନେଇ ଝଗଡ଼ା ଆରମ୍ଭ ହୋଇଥିବା ବେଳେ ବାଳକାଟି ବେହେରାସାହିର କେତେକ ଯୁବକ ଚାରମାଣିଆ ସାହିର ରାଜା ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ । ଗୁରୁତର ଅବସ୍ଥାରେ ରାଜାକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।

https://www.thesakala.in/latest-odisha-news/unionized-attack-on-youth-at-balakati-fair/article-31048
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର