ୟୁଜି ପିଜି ପରୀକ୍ଷା ଉପରେ ଆଜି ଆସିପାରେ ଚୁଡ଼ାନ୍ତ ନିଷ୍ପତ୍ତି

The Sakala Picture
Published On

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ଉପରେ ଆଜି ଆସିପାରେ ଚୁଡ଼ାନ୍ତ ନିଷ୍ପତ୍ତି। ମହାମାରୀ ସମୟରେ କେମିତି ହେବ ପରୀକ୍ଷା ତାକୁ ନେଇ ବାହାରି ପାରେ ନିଷ୍କର୍ଷ। ଗତ ୧୨ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଥିଲା। ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେ ନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେ ରେ ଥିବା ବିଶ୍ୱ ବିଦ୍ୟାଳୟ ର କୁଳପତି ମାନଙ୍କ ସହ ଆଲୋଚନା […]

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ଉପରେ ଆଜି ଆସିପାରେ ଚୁଡ଼ାନ୍ତ ନିଷ୍ପତ୍ତି। ମହାମାରୀ ସମୟରେ କେମିତି ହେବ ପରୀକ୍ଷା ତାକୁ ନେଇ ବାହାରି ପାରେ ନିଷ୍କର୍ଷ। ଗତ ୧୨ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଥିଲା। ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେ ନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେ ରେ ଥିବା ବିଶ୍ୱ ବିଦ୍ୟାଳୟ ର କୁଳପତି ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସମସ୍ତ କୁଳପତି ମାନେ ଏ ନେଇ ଛାତ୍ରଛାତ୍ରୀ ଙ୍କ ସହ ଆଲେଚନା କରିବା ପାଇଁ ମଧ୍ୟ ୭ ଦିନ ର ସମୟ ଦିଆଯାଇ ଥିଲା। ଆଜି ୭ ଦିନ ଶେଷ ହେଉଛି। କଣ୍ଟ ପୂରିବା ପରେ ୟୁଜି ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ରିପୋର୍ଟ କୁଳପତି ମାନେ ରଖିବେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଦିନ ୧୦ ଟା ସମୟରେ କୂଳପତି ମାନଙ୍କ ସହ ବୈଠକ କରିବେ। ଜୁଲାଇ ପ୍ରଥମ ସପ୍ତାହ ରେ ହୋଇପାରେ ପରୀକ୍ଷା। ପରୀକ୍ଷା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଵାକୁ ପିଲାଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିର୍ଦେଶ ରହିଛି। ଅଫଲାଇନରେ ଅବା ଅନଲାଇନ ରେ ହେବ ତାହା ଆଜି ସ୍ପଷ୍ଟ ହୋଇପାରେ। ଲକଡାଉନ ସମୟରେ ପାଠପଢା ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

18 Jun 2021 By The Sakala

ୟୁଜି ପିଜି ପରୀକ୍ଷା ଉପରେ ଆଜି ଆସିପାରେ ଚୁଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ୟୁଜି ପିଜି ପରୀକ୍ଷା ଉପରେ ଆଜି ଆସିପାରେ ଚୁଡ଼ାନ୍ତ ନିଷ୍ପତ୍ତି। ମହାମାରୀ ସମୟରେ କେମିତି ହେବ ପରୀକ୍ଷା ତାକୁ ନେଇ ବାହାରି ପାରେ ନିଷ୍କର୍ଷ। ଗତ ୧୨ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଥିଲା। ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେ ନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେ ରେ ଥିବା ବିଶ୍ୱ ବିଦ୍ୟାଳୟ ର କୁଳପତି ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସମସ୍ତ କୁଳପତି ମାନେ ଏ ନେଇ ଛାତ୍ରଛାତ୍ରୀ ଙ୍କ ସହ ଆଲେଚନା କରିବା ପାଇଁ ମଧ୍ୟ ୭ ଦିନ ର ସମୟ ଦିଆଯାଇ ଥିଲା। ଆଜି ୭ ଦିନ ଶେଷ ହେଉଛି। କଣ୍ଟ ପୂରିବା ପରେ ୟୁଜି ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ରିପୋର୍ଟ କୁଳପତି ମାନେ ରଖିବେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଦିନ ୧୦ ଟା ସମୟରେ କୂଳପତି ମାନଙ୍କ ସହ ବୈଠକ କରିବେ। ଜୁଲାଇ ପ୍ରଥମ ସପ୍ତାହ ରେ ହୋଇପାରେ ପରୀକ୍ଷା। ପରୀକ୍ଷା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଵାକୁ ପିଲାଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିର୍ଦେଶ ରହିଛି। ଅଫଲାଇନରେ ଅବା ଅନଲାଇନ ରେ ହେବ ତାହା ଆଜି ସ୍ପଷ୍ଟ ହୋଇପାରେ। ଲକଡାଉନ ସମୟରେ ପାଠପଢା ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ।

https://www.thesakala.in/latest-odisha-news/decision-on-ug-pg-exam-may-come-today/article-3035
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର