ହୋଟେଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଠାବ

The Sakala Picture
Published On

ଭୁବନେଶ୍ବର: ରାଜଧାନୀର ଏକ ହୋଟେଲ ଭିତରେ ସିଆରପିଏଫ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ଅଶୋକନଗରରେ ଥିବା ଏକ ହୋଟେଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତ୍ୟୁ ଘଟିଥିବା ଯବାନଙ୍କ ଘର ରାଜସ୍ଥାନ ହୋଇଥିବାବେଳେ ତାଙ୍କ ନାଁ ମିର ସିଂହ ବୋଲି ଜଣାପଡ଼ିଛି। ଖବର ପାଇ କ୍ୟାପିଟାଲ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ସାଇଣ୍ଟିଫିକ ଟିମ୍ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନାହିଁ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର