ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ କାମଚଳା ବଜେଟ୍

The Sakala Picture
Published On

ଭୁବନେଶ୍ବର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ବିଧାନସଭା ଅଧିବେଶନ ନେଇ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ବିଧାନସଭାରେ ରହିଛି ୭ଟି କାର୍ଯ୍ୟଦିବସ । ୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ରଖିବେ । ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ। ୮ ତାରିଖରେ ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ କାମଚଳା ବଜେଟ୍।  ବଜେଟ ଆଗତ କରିବେ […]

ଭୁବନେଶ୍ବର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ବିଧାନସଭା ଅଧିବେଶନ ନେଇ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ବିଧାନସଭାରେ ରହିଛି ୭ଟି କାର୍ଯ୍ୟଦିବସ । ୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ରଖିବେ । ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ। ୮ ତାରିଖରେ ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ କାମଚଳା ବଜେଟ୍।  ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେହିଦିନ ଲେଖାନୁଦାନ ପାଇଁ ବି ପ୍ରସ୍ତାବ ଆସିବ । ୯ ତାରିଖରେ ଲେଖାନୁଦାନ ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ପାରିତ ହେବ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

19 Jan 2024 By The Sakala

ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ବର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ବିଧାନସଭା ଅଧିବେଶନ ନେଇ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ବିଧାନସଭାରେ ରହିଛି ୭ଟି କାର୍ଯ୍ୟଦିବସ । ୫ ତାରିଖରେ ରାଜ୍ୟପାଳ ଅଭିଭାଷଣ ରଖିବେ । ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ। ୮ ତାରିଖରେ ୨୦୨୪ -୨୫ ଆର୍ଥିକ ବର୍ଷ ପାଇଁ ଆଗତ ହେବ କାମଚଳା ବଜେଟ୍।  ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେହିଦିନ ଲେଖାନୁଦାନ ପାଇଁ ବି ପ୍ରସ୍ତାବ ଆସିବ । ୯ ତାରିଖରେ ଲେଖାନୁଦାନ ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ପାରିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର