ମନୋରଞ୍ଜନ
ଓଡ଼ିଶା
ପ୍ରକାଶ ପାଇଲା ଜୁନିଅର ଟିଚର (ସ୍କିମାଟିକ) ରେଜଲ୍ଟ , ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ । ୨୦ ହଜାର ପଦ ପାଇଁ ୯୩ ହଜାର ୯୬୬ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସମୁଦାୟ ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୭ ବର୍ଷ ପରେ ବାହାରିଥିବା ଏହି ମେଗା ଟିଚର ନିଯୁକ୍ତି ପରୀକ୍ଷା ଗତ ବର୍ଷ ନଭେମ୍ବର ୩ରୁ ୧୭ ଯାଏ ଚାଲିଥିଲା । ପରୀକ୍ଷା ଫଳ osepa.odisha.gov.in ରେ ପ୍ରକାଶ ପାଇଛି […]
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ । ୨୦ ହଜାର ପଦ ପାଇଁ ୯୩ ହଜାର ୯୬୬ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସମୁଦାୟ ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୭ ବର୍ଷ ପରେ ବାହାରିଥିବା ଏହି ମେଗା ଟିଚର ନିଯୁକ୍ତି ପରୀକ୍ଷା ଗତ ବର୍ଷ ନଭେମ୍ବର ୩ରୁ ୧୭ ଯାଏ ଚାଲିଥିଲା । ପରୀକ୍ଷା ଫଳ osepa.odisha.gov.in ରେ ପ୍ରକାଶ ପାଇଛି ।
Congratulations to all successful candidates and good luck to everyone.@IPR_Odisha @EduMinOfIndia @MoSarkar5T @OSEPA_Official @SecyChief @DC_Odisha
ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର— EducationOdisha (@SMEOdisha) January 15, 2024
ପ୍ରକାଶ ପାଇଲା ଜୁନିଅର ଟିଚର (ସ୍କିମାଟିକ) ରେଜଲ୍ଟ , ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଜୁନିଅର ଟିଚର ( ସ୍କିମାଟିକ ) ରେଜଲ୍ଟ । ୨୦ ହଜାର ପଦ ପାଇଁ ୯୩ ହଜାର ୯୬୬ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁଥିରେ ସମୁଦାୟ ୧୮ ହଜାର ୭୮୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୭ ବର୍ଷ ପରେ ବାହାରିଥିବା ଏହି ମେଗା ଟିଚର ନିଯୁକ୍ତି ପରୀକ୍ଷା ଗତ ବର୍ଷ ନଭେମ୍ବର ୩ରୁ ୧୭ ଯାଏ ଚାଲିଥିଲା । ପରୀକ୍ଷା ଫଳ osepa.odisha.gov.in ରେ ପ୍ରକାଶ ପାଇଛି ।
Congratulations to all successful candidates and good luck to everyone.@IPR_Odisha @EduMinOfIndia @MoSarkar5T @OSEPA_Official @SecyChief @DC_Odisha
— EducationOdisha (@SMEOdisha) January 15, 2024