ବଜ୍ରପାତରେ ଜଣେ ମୃତ

The Sakala Picture
Published On

ବାଲିଅନ୍ତା-ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତର ଫିରିଫିରା ଗ୍ରାମରେ ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ନରି ବେହେରାଙ୍କ ସାନ ପୁଅ ଗୌରାଙ୍ଗ ବେହେରା, ବୟସ ୪୫ ବର୍ଷ | ଗୌରାଙ୍ଗ ଗାଇ ଗୋଠ ନେଇ ବିଲକୁ ଚରାଇବାକୁ ଯାଇଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ସେଇଠାରେ ହିଁ ଗୌରାଙ୍ଗ ଟଳି ପଡିଥିଲେ । ସେହି ଗ୍ରାମର କିଛି ଲୋକ ତାଙ୍କୁ ଆଣି ନିକଟସ୍ଥ ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, […]

ବାଲିଅନ୍ତା-ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତର ଫିରିଫିରା ଗ୍ରାମରେ ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ନରି ବେହେରାଙ୍କ ସାନ ପୁଅ ଗୌରାଙ୍ଗ ବେହେରା, ବୟସ ୪୫ ବର୍ଷ | ଗୌରାଙ୍ଗ ଗାଇ ଗୋଠ ନେଇ ବିଲକୁ ଚରାଇବାକୁ ଯାଇଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ସେଇଠାରେ ହିଁ ଗୌରାଙ୍ଗ ଟଳି ପଡିଥିଲେ । ସେହି ଗ୍ରାମର କିଛି ଲୋକ ତାଙ୍କୁ ଆଣି ନିକଟସ୍ଥ ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ପୋଷଣା କରିଥିଲେ ।ଗୌରାଙ୍ଗଙ୍କର ୨ଟି ଛୋଟ ଛୋଟ ପିଲା ଥିବାବେଳେ ତାଙ୍କର ଆର୍ଥୀକ ପରିସ୍ଥିତି ଭଲ ନଥିବା ଗ୍ରାମବାସୀ ମାନେ କହିଛନ୍ତି | ମୃତଖବର ଶୁଣି ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ, ବାଲିଅନ୍ତା ବ୍ଲକ ବିଜେଡ଼ି ସଭାପତି ପ୍ରଦିପ୍ତ ଜେନାମଣି ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଭେଟି ସମସ୍ତ ସରକାରୀ ସୁବିଧା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

12 Jun 2021 By The Sakala

ବଜ୍ରପାତରେ ଜଣେ ମୃତ

ବାଲିଅନ୍ତା-ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତର ଫିରିଫିରା ଗ୍ରାମରେ ବଜ୍ରପାତରେ ଜଣକର ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ନରି ବେହେରାଙ୍କ ସାନ ପୁଅ ଗୌରାଙ୍ଗ ବେହେରା, ବୟସ ୪୫ ବର୍ଷ | ଗୌରାଙ୍ଗ ଗାଇ ଗୋଠ ନେଇ ବିଲକୁ ଚରାଇବାକୁ ଯାଇଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ସେଇଠାରେ ହିଁ ଗୌରାଙ୍ଗ ଟଳି ପଡିଥିଲେ । ସେହି ଗ୍ରାମର କିଛି ଲୋକ ତାଙ୍କୁ ଆଣି ନିକଟସ୍ଥ ଅଡଶପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ପୋଷଣା କରିଥିଲେ ।ଗୌରାଙ୍ଗଙ୍କର ୨ଟି ଛୋଟ ଛୋଟ ପିଲା ଥିବାବେଳେ ତାଙ୍କର ଆର୍ଥୀକ ପରିସ୍ଥିତି ଭଲ ନଥିବା ଗ୍ରାମବାସୀ ମାନେ କହିଛନ୍ତି | ମୃତଖବର ଶୁଣି ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ, ବାଲିଅନ୍ତା ବ୍ଲକ ବିଜେଡ଼ି ସଭାପତି ପ୍ରଦିପ୍ତ ଜେନାମଣି ପହଞ୍ଚି ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ଭେଟି ସମସ୍ତ ସରକାରୀ ସୁବିଧା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

https://www.thesakala.in/latest-odisha-news/one-died-in-lightning/article-2903
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର