କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ୩ମାସ ପର୍ଯ୍ୟନ୍ତ ଟିକାର ଆବଶ୍ୟକତା ନାହିଁ

The Sakala Picture
Published On

ଭୁବନେଶ୍ୱର: କରୋନାକୁ ହରାଇବା ପାଇଁ ଦେଶରେ ଏବେ ଟିକାକରଣରକୁ ଯୋରଦାର କରାଯାଇଛି। ଏହି ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ କରୋନା ଟିକା ନେବା ପାଇଁ ଚିନ୍ତାରେ ରହୁଛନ୍ତି। ତେବେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଟିକାକରଣ ଆବଶ୍ୟକ ନାହିଁ। ସେମାନଙ୍କୁ ଅତି କମରେ ତିନି ମାସ ଅପେକ୍ଷା କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କାହିଁ କି ନା ସେମାନଙ୍କ ଦେହରେ ଆଗରୁ ରହିଛି ଆଣ୍ଟିବଡି। […]

ଭୁବନେଶ୍ୱର: କରୋନାକୁ ହରାଇବା ପାଇଁ ଦେଶରେ ଏବେ ଟିକାକରଣରକୁ ଯୋରଦାର କରାଯାଇଛି। ଏହି ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ କରୋନା ଟିକା ନେବା ପାଇଁ ଚିନ୍ତାରେ ରହୁଛନ୍ତି। ତେବେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଟିକାକରଣ ଆବଶ୍ୟକ ନାହିଁ। ସେମାନଙ୍କୁ ଅତି କମରେ ତିନି ମାସ ଅପେକ୍ଷା କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କାହିଁ କି ନା ସେମାନଙ୍କ ଦେହରେ ଆଗରୁ ରହିଛି ଆଣ୍ଟିବଡି।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ଏମ୍‌ସର କିଛି ବରିଷ୍ଠ ଡାକ୍ତର ଏବଂ କୋଭିଡ-୧୯ ରାଷ୍ଟ୍ରୀୟ ଟାସ୍କ ଫୋର୍ସର ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟିମ୍ ଏହି ପରାମର୍ଶ ଦେଇଛନ୍ତି। ସେପଟେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହି ଗାଇଡଲାଇନ୍ ଜାରି କରାଯାଇଛି। ଅନ୍ୟପଟେ ଲଣ୍ଡନ ୟୁନିଭରସିଟି ପକ୍ଷରୁ କିଛି କରୋନା ସୁସ୍ଥଙ୍କୁ ନେଇ କରାଯାଇଥିବା ପରୀକ୍ଷଣରୁ ବି ସମାନ ତଥ୍ୟ ମିଳିଥିବା ସୂଚନା ରହିଛି। ତଥ୍ୟ ଅନୁସରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଦେହରେ ଯଥେଷ୍ଟ ପରିମାଣର ଆଣ୍ଟି ବଡି ରହିଥାଏ। ଏମାନେ ୧୦ ମାସ ପର୍ୟ୍ୟନ୍ତ ପୁରା ସୁରକ୍ଷିତ ଥିବା ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

11 Jun 2021 By The Sakala

କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ୩ମାସ ପର୍ଯ୍ୟନ୍ତ ଟିକାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: କରୋନାକୁ ହରାଇବା ପାଇଁ ଦେଶରେ ଏବେ ଟିକାକରଣରକୁ ଯୋରଦାର କରାଯାଇଛି। ଏହି ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ କରୋନା ଟିକା ନେବା ପାଇଁ ଚିନ୍ତାରେ ରହୁଛନ୍ତି। ତେବେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଟିକାକରଣ ଆବଶ୍ୟକ ନାହିଁ। ସେମାନଙ୍କୁ ଅତି କମରେ ତିନି ମାସ ଅପେକ୍ଷା କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କାହିଁ କି ନା ସେମାନଙ୍କ ଦେହରେ ଆଗରୁ ରହିଛି ଆଣ୍ଟିବଡି।

ଏମ୍‌ସର କିଛି ବରିଷ୍ଠ ଡାକ୍ତର ଏବଂ କୋଭିଡ-୧୯ ରାଷ୍ଟ୍ରୀୟ ଟାସ୍କ ଫୋର୍ସର ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟିମ୍ ଏହି ପରାମର୍ଶ ଦେଇଛନ୍ତି। ସେପଟେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହି ଗାଇଡଲାଇନ୍ ଜାରି କରାଯାଇଛି। ଅନ୍ୟପଟେ ଲଣ୍ଡନ ୟୁନିଭରସିଟି ପକ୍ଷରୁ କିଛି କରୋନା ସୁସ୍ଥଙ୍କୁ ନେଇ କରାଯାଇଥିବା ପରୀକ୍ଷଣରୁ ବି ସମାନ ତଥ୍ୟ ମିଳିଥିବା ସୂଚନା ରହିଛି। ତଥ୍ୟ ଅନୁସରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଦେହରେ ଯଥେଷ୍ଟ ପରିମାଣର ଆଣ୍ଟି ବଡି ରହିଥାଏ। ଏମାନେ ୧୦ ମାସ ପର୍ୟ୍ୟନ୍ତ ପୁରା ସୁରକ୍ଷିତ ଥିବା ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର