ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ 6097 ପଜିଟିଭ

The Sakala Picture
Published On

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୪୬ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୫୧ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୭୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୦୧୭ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୪୬ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୫୧ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୭୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୦୧୭ ସଂକ୍ରମିତ । ସେହିଭଳି କଟକରୁ ୬୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୪୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅନୁଗୁଳରୁ ୨୯୫, ବାଲେଶ୍ୱରରୁ ୩୯୨, ବରଗଡ଼ ୧୦୭, ଭଦ୍ରକ ୨୪୬, ବଲାଙ୍ଗୀର ୭୭ , ବୌଦ୍ଧ ୧୩୦, କଟକ ୫୩୧, ଦେବଗଡ଼ ୨୮, ଢେଙ୍କାନାଳ ୭୩, ଗଜପତି ୪୮, ଗଞ୍ଜାମ ୪୫, ଜଗତସିଂହପୁର ୨୨୬, ଯାଜପୁର ୪୩୪, ଝାରସୁଗୁଡ଼ା ୪୨, କଳାହାଣ୍ଡି ୭୭ , କନ୍ଧମାଳ ୧୧୨, କେନ୍ଦ୍ରାପଡ଼ା ୧୫୩, କେନ୍ଦୁଝର ୧୨୩, କୋରାପୁଟ ୧୨୬, ମାଲକାନଗିରି ୮୪ , ମୟୂରଭଞ୍ଜ ୨୯୭, ନବରଙ୍ଗପୁର ୧୪୬, ନୟାଗଡ଼ ୧୨୦, ନୂଆପଡ଼ା ୧୭, ପୁରୀ ୨୯୧, ରାୟଗଡ଼ା ୧୨୦, ସମ୍ୱଲପୁର ୧୦୧, ସୋନପୁର ୬୪, ସୁନ୍ଦରଗଡ଼ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

10 Jun 2021 By The Sakala

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ 6097 ପଜିଟିଭ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୪୪୬ ପଜିଟିଭି ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୬୫୧ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୭୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୦୧୭ ସଂକ୍ରମିତ । ସେହିଭଳି କଟକରୁ ୬୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୪୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୨୯୫, ବାଲେଶ୍ୱରରୁ ୩୯୨, ବରଗଡ଼ ୧୦୭, ଭଦ୍ରକ ୨୪୬, ବଲାଙ୍ଗୀର ୭୭ , ବୌଦ୍ଧ ୧୩୦, କଟକ ୫୩୧, ଦେବଗଡ଼ ୨୮, ଢେଙ୍କାନାଳ ୭୩, ଗଜପତି ୪୮, ଗଞ୍ଜାମ ୪୫, ଜଗତସିଂହପୁର ୨୨୬, ଯାଜପୁର ୪୩୪, ଝାରସୁଗୁଡ଼ା ୪୨, କଳାହାଣ୍ଡି ୭୭ , କନ୍ଧମାଳ ୧୧୨, କେନ୍ଦ୍ରାପଡ଼ା ୧୫୩, କେନ୍ଦୁଝର ୧୨୩, କୋରାପୁଟ ୧୨୬, ମାଲକାନଗିରି ୮୪ , ମୟୂରଭଞ୍ଜ ୨୯୭, ନବରଙ୍ଗପୁର ୧୪୬, ନୟାଗଡ଼ ୧୨୦, ନୂଆପଡ଼ା ୧୭, ପୁରୀ ୨୯୧, ରାୟଗଡ଼ା ୧୨୦, ସମ୍ୱଲପୁର ୧୦୧, ସୋନପୁର ୬୪, ସୁନ୍ଦରଗଡ଼ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର