୨୫ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବଦ, ଜଣେ ଗିରଫ

The Sakala Picture
Published On

ନୀଳଗିରି : ନୀଳଗିରି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଗୁନିଆ ପଂଚାୟତ ର ନିଶଙ୍ଖପୁର ରୁ ୨୫ ଲିଟରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନିର ନାମୀ ଦାମୀ ବିଦେଶୀ ମଦ ଜବଦ କରାଯାଇଛି ଯାହାର ମୂଲ୍ୟ ୧୫୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ। ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ ହେଉଛନ୍ତି ଜୟନ୍ତ ମଲ୍ଲିକ। ସଟଡାଉନ ରେ ଫାଇଦା ନେଇ ଗାଁରେ ଘରେ ଚୋରା ବେପାର କରୁଥିବାର ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ଏସଡିପିଓ ରିତେଶ କୁମାର […]

ନୀଳଗିରି : ନୀଳଗିରି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଗୁନିଆ ପଂଚାୟତ ର ନିଶଙ୍ଖପୁର ରୁ ୨୫ ଲିଟରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନିର ନାମୀ ଦାମୀ ବିଦେଶୀ ମଦ ଜବଦ କରାଯାଇଛି ଯାହାର ମୂଲ୍ୟ ୧୫୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ। ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ ହେଉଛନ୍ତି ଜୟନ୍ତ ମଲ୍ଲିକ। ସଟଡାଉନ ରେ ଫାଇଦା ନେଇ ଗାଁରେ ଘରେ ଚୋରା ବେପାର କରୁଥିବାର ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ଏସଡିପିଓ ରିତେଶ କୁମାର ମହାପାତ୍ର, ସବଇନ୍ସପେକ୍ଟର ବାସୁଦେବ ଜୟସିଂହ ସମେତ ଅନ୍ୟ ପୋଲିସ ଟିମ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

06 Jun 2021 By The Sakala

୨୫ ଲିଟରରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବଦ, ଜଣେ ଗିରଫ

ନୀଳଗିରି : ନୀଳଗିରି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଗୁନିଆ ପଂଚାୟତ ର ନିଶଙ୍ଖପୁର ରୁ ୨୫ ଲିଟରରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନିର ନାମୀ ଦାମୀ ବିଦେଶୀ ମଦ ଜବଦ କରାଯାଇଛି ଯାହାର ମୂଲ୍ୟ ୧୫୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ। ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଜଣକ ହେଉଛନ୍ତି ଜୟନ୍ତ ମଲ୍ଲିକ। ସଟଡାଉନ ରେ ଫାଇଦା ନେଇ ଗାଁରେ ଘରେ ଚୋରା ବେପାର କରୁଥିବାର ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ଏସଡିପିଓ ରିତେଶ କୁମାର ମହାପାତ୍ର, ସବଇନ୍ସପେକ୍ଟର ବାସୁଦେବ ଜୟସିଂହ ସମେତ ଅନ୍ୟ ପୋଲିସ ଟିମ ସାମିଲ ଥିଲେ।

https://www.thesakala.in/latest-odisha-news/more-than-25-liters-of-foreign-liquor-seized-one-arrested/article-2738
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର