ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଇଓଡବ୍ଲ୍ୟୁ ଟିମ୍‌‌, ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଇଓଡବ୍ଲ୍ୟୁ ଟିମ୍‌‌ ପହଞ୍ଚିଛି। ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଲମ୍ବା ଲାଇନ୍‌‌ କରି ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌‌ ଏହି ପଚରାଉଚରା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨୦ ହଜାର ଟଙ୍କା ଧରିଥିବା ଓ ଟଙ୍କା କାହାର ନେଇ ପଚରାଉଚରା କରୁଛି। ଗତ କିଛି ଦିନ ହେବ ୨ […]

ଭୁବନେଶ୍ୱର: ଭୁବନେଶ୍ୱର ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଇଓଡବ୍ଲ୍ୟୁ ଟିମ୍‌‌ ପହଞ୍ଚିଛି। ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ହଜାର ଟଙ୍କିଆ ନୋଟ୍‌‌ ବଦଳାଇବା ପାଇଁ ଧାଡିରେ ଲମ୍ବା ଲାଇନ୍‌‌ କରି ଥିବା ଲୋକଙ୍କୁ ପଚରାଉଚରା କରୁଛି। ୨ ଜଣିଆ ଇଓଡବ୍ଲ୍ୟୁ ଟିମ୍‌‌ ଏହି ପଚରାଉଚରା କାର୍ଯ୍ୟରେ ସାମିଲ ହୋଇଛନ୍ତି। ୨୦ ହଜାର ଟଙ୍କା ଧରିଥିବା ଓ ଟଙ୍କା କାହାର ନେଇ ପଚରାଉଚରା କରୁଛି। ଗତ କିଛି ଦିନ ହେବ ୨ ହଜାର ଟଙ୍କିଆ ନୋଟ୍‌‌ ବଦଳ ପାଇଁ ଆରବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଖବର ଅନୁଯାୟୀ, ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ଜଣାପଡିଥିଲା। ୨ ହଜାର ଟଙ୍କିଆ ୧୦ ନୋଟ ବଦଳାଇଲେ ଅସଲି ମାଲିକଙ୍କଠାରୁ ୩୦୦ ଟଙ୍କା ମିଳୁଥିବା ଖବର ଅସିଥିଲା । ଟଙ୍କା ବଦଳାଇଦେଲେ ମଜୁରୀ ମିଳୁଥିବା ନେଇ ସୂଚନା ଦେଇଥିଲେ ଲାଇନରେ ଛିଡା ହୋଇଥିବା କିଛି ବ୍ୟକ୍ତି । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଥିଲା ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର