ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

The Sakala Picture
Published On

ବାରିପଦା : ଗଛରୁ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛ ରେ ଝୁଲୁ ଥିବା ଅବସ୍ଥାରେ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଛନ୍ତି । ଉଭୟ ଯୁବକ ଏବଂ ଯୁବତୀ ଜଣକ ପାଖ ଗାଁ ଦରକୋଳି କଣ୍ଟାବଣି ଅଞ୍ଚଳର । ସେମାନେ କେଉଁ ପରିସ୍ଥିତିରେ ଏଠାରେ […]

ବାରିପଦା : ଗଛରୁ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛ ରେ ଝୁଲୁ ଥିବା ଅବସ୍ଥାରେ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଛନ୍ତି । ଉଭୟ ଯୁବକ ଏବଂ ଯୁବତୀ ଜଣକ ପାଖ ଗାଁ ଦରକୋଳି କଣ୍ଟାବଣି ଅଞ୍ଚଳର । ସେମାନେ କେଉଁ ପରିସ୍ଥିତିରେ ଏଠାରେ ପହଞ୍ଚିଲେ ଏବଂ କିଭଳି ଗଛ ଡାଳରେ ଝୁଲି ଗଲେ ତାହା ଅସ୍ପଷ୍ଟ ରହିଛି । ଉଭୟ ପ୍ରେମିଯୁଗଳ ହୋଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଥିବା ବେଳେ ଯୁବକ ଜଣକ ଗାମୁଛାରେ ଏବଂ ଯୁବତୀ ଜଣକ ଓଢ଼ଣୀ ରେ ଝୁଳୁଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତକ ମାନଙ୍କ ନାମ ଜଣା ପଡ଼ିନାହିଁ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

04 Jun 2021 By The Sakala

ଯୁବକ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବାରିପଦା : ଗଛରୁ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ସାରମୂଳା ପଞ୍ଚାୟତର ଧାନଶୋଳ ଗାଁ ମୁଣ୍ଡରେ ଥିବା ଏକ ଗଛ ରେ ଝୁଲୁ ଥିବା ଅବସ୍ଥାରେ ଜଣେ ଯୁବକ ଏବଂ ଯୁବତୀଙ୍କ ମୃତ ଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଛନ୍ତି । ଉଭୟ ଯୁବକ ଏବଂ ଯୁବତୀ ଜଣକ ପାଖ ଗାଁ ଦରକୋଳି କଣ୍ଟାବଣି ଅଞ୍ଚଳର । ସେମାନେ କେଉଁ ପରିସ୍ଥିତିରେ ଏଠାରେ ପହଞ୍ଚିଲେ ଏବଂ କିଭଳି ଗଛ ଡାଳରେ ଝୁଲି ଗଲେ ତାହା ଅସ୍ପଷ୍ଟ ରହିଛି । ଉଭୟ ପ୍ରେମିଯୁଗଳ ହୋଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଥିବା ବେଳେ ଯୁବକ ଜଣକ ଗାମୁଛାରେ ଏବଂ ଯୁବତୀ ଜଣକ ଓଢ଼ଣୀ ରେ ଝୁଳୁଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ମୃତକ ମାନଙ୍କ ନାମ ଜଣା ପଡ଼ିନାହିଁ ।

https://www.thesakala.in/latest-odisha-news/couples-body-hanging-from-a-tree/article-2658
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର