ସ୍ୱାମୀର ଦ୍ୱିତୀୟ ବାହାଘରକୁ ବିରୋଧ କରିବାରୁ ବୋହୂକୁ ପିଟିଲେ ଶ୍ୱଶୁର ଓ ଦେଢ଼ଶୁର

The Sakala Picture
Published On

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ କାଣ୍ଡ। ସ୍ୱାମୀର ଦ୍ୱିତୀୟ ବାହାଘରକୁ ବିରୋଧ କରିବାରୁ ଶ୍ୱଶୁର ଓ ଦେଢ଼ଶୁର ବୋହୂକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତେବେ ଶ୍ୱଶୁର ଓ ଦେଢ଼ଶୁର ମାଡ଼ ମାରିବା ସହିତ ମୋବାଇଲ୍ ଭାଙ୍ଗିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ। ଅଭିଯୋଗ ଅନୁସାରେ ଗଂଜାମ ଜିଲ୍ଲାର ବିଷ୍ଣୁ ପ୍ରିୟା ଗୌଡ଼ ୨୦୧୫ରୁ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ହାଇଦର ଅଲ୍ଲୀଙ୍କୁ ପ୍ରେମ […]

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ କାଣ୍ଡ। ସ୍ୱାମୀର ଦ୍ୱିତୀୟ ବାହାଘରକୁ ବିରୋଧ କରିବାରୁ ଶ୍ୱଶୁର ଓ ଦେଢ଼ଶୁର ବୋହୂକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ତେବେ ଶ୍ୱଶୁର ଓ ଦେଢ଼ଶୁର ମାଡ଼ ମାରିବା ସହିତ ମୋବାଇଲ୍ ଭାଙ୍ଗିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ। ଅଭିଯୋଗ ଅନୁସାରେ ଗଂଜାମ ଜିଲ୍ଲାର ବିଷ୍ଣୁ ପ୍ରିୟା ଗୌଡ଼ ୨୦୧୫ରୁ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ହାଇଦର ଅଲ୍ଲୀଙ୍କୁ ପ୍ରେମ ପରେ ଗତ ୪ମାସ ତଳେ ବିବାହ କରିଥିଲେ। ତେବେ ଗତ କିଛି ମାସ ଧରି ପରିବାର ଲୋକେ ହାଇଦରଙ୍କର ଅନ୍ୟ ଜାଗାରେ ବିବାହ କରିବାକୁ ଯୋଜନା କରୁଥିଲେ। ପୂର୍ବରୁ ଏନେଇ ବିଷ୍ଣୁ ପ୍ରିୟା ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏବେ ପୁଣି ଥିରେ ସ୍ୱାମୀଙ୍କ ବିବାହ ହେଉଥିବା ଖବର ଶୁଣି ଯାଇଥିବା ବେଳେ ଶ୍ୱଶୁର ଓ ଦେଢଶୂର ଆକ୍ରମଣ କରିଥିଲେ । ମୋବାଇଲ୍ ଭାଙ୍ଗିବା ସହିତ ୨ଲକ୍ଷରୁ ଅଧିକ ଟଙ୍କା ନେଇଯାଇଥିବା ବୋହୂ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର