ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୧୦ ଗେଟ୍
ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୧୦ଟି ଗେଟ୍ । ମୋଟ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପାର୍ଶ୍ବର ୧୦ଟି ଏବଂ ଡାହାଣ ର୍ଶ୍ବର ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ଜଳ ପ୍ରବାହ ବଢୁଥିବାରୁ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡର ଜଳସ୍ତର ୬୨୯ ଫୁଟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ
22 Sep 2023
By The Sakala
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୧୦ ଗେଟ୍
ସମ୍ବଲପୁର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୧୦ଟି ଗେଟ୍ । ମୋଟ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପାର୍ଶ୍ବର ୧୦ଟି ଏବଂ ଡାହାଣ ର୍ଶ୍ବର ୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରୁ ହୀରାକୁଦକୁ ଜଳ ପ୍ରବାହ ବଢୁଥିବାରୁ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡର ଜଳସ୍ତର ୬୨୯ ଫୁଟରେ ପହଞ୍ଚିଛି।
https://www.thesakala.in/latest-odisha-news/10-more-gates-of-hirakuda-have-been-opened/article-25655