୩୦ ହଜାର ଟଙ୍କାର ଚକୋଲେଟ୍ ଚୋରି

The Sakala Picture
Published On

ଭୁବନେଶ୍ଵର : ସୁନା ଦୋକାନ ନୁହେଁ କି ଡ୍ରେସ୍ ଦୋକାନ ନୁହେଁ। ଚକୋଲେଟ ଲୁଟିବା ପାଇଁ ଦୋକାନ ତାଡ଼ି ଦେଲେ ଲୁଟେରା। ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ । ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ ସଂଗ୍ରାମ ସିଂ। ତାଙ୍କ ଦୋକାନରୁ ୩୦ହଜାର ଟଙ୍କାର ଚକୋଲେଟ୍‌ ଚୋରି କରି ନେଇଛନ୍ତି ଲୁଟେରା। ଏଥସହିତ ଦୋକାନରୁ ନଗଦ ଟଙ୍କା ମଧ୍ୟ ଲୁଟେରା ଲୁଟି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଖାରବେଳ ନଗର ଥାନା ପୁଲିସ ଏକ […]

ଭୁବନେଶ୍ଵର : ସୁନା ଦୋକାନ ନୁହେଁ କି ଡ୍ରେସ୍ ଦୋକାନ ନୁହେଁ। ଚକୋଲେଟ ଲୁଟିବା ପାଇଁ ଦୋକାନ ତାଡ଼ି ଦେଲେ ଲୁଟେରା। ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ । ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ ସଂଗ୍ରାମ ସିଂ। ତାଙ୍କ ଦୋକାନରୁ ୩୦ହଜାର ଟଙ୍କାର ଚକୋଲେଟ୍‌ ଚୋରି କରି ନେଇଛନ୍ତି ଲୁଟେରା। ଏଥସହିତ ଦୋକାନରୁ ନଗଦ ଟଙ୍କା ମଧ୍ୟ ଲୁଟେରା ଲୁଟି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି । ସେହିପରି ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ଯୁବକ ଠାରୁ କ୍ୟାପଟପ୍ ଲୁଟି ନେଇଛି ଲୁଟେରା। ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ଯୁବକ ଠାରୁ ଲୁଟେରାଲ୍ୟାପଟପ୍ ଲୁଟି ନେଇଛି।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୫ଟି ଗେଟ୍ , ମୋଟ୍ ୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

30 May 2021 By The Sakala

୩୦ ହଜାର ଟଙ୍କାର ଚକୋଲେଟ୍ ଚୋରି

ଭୁବନେଶ୍ଵର : ସୁନା ଦୋକାନ ନୁହେଁ କି ଡ୍ରେସ୍ ଦୋକାନ ନୁହେଁ। ଚକୋଲେଟ ଲୁଟିବା ପାଇଁ ଦୋକାନ ତାଡ଼ି ଦେଲେ ଲୁଟେରା। ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ । ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ ସଂଗ୍ରାମ ସିଂ। ତାଙ୍କ ଦୋକାନରୁ ୩୦ହଜାର ଟଙ୍କାର ଚକୋଲେଟ୍‌ ଚୋରି କରି ନେଇଛନ୍ତି ଲୁଟେରା। ଏଥସହିତ ଦୋକାନରୁ ନଗଦ ଟଙ୍କା ମଧ୍ୟ ଲୁଟେରା ଲୁଟି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି । ସେହିପରି ଖଣ୍ଡଗିରି ଥାନା ଅଞ୍ଚଳରୁ ଜଣେ ଯୁବକ ଠାରୁ କ୍ୟାପଟପ୍ ଲୁଟି ନେଇଛି ଲୁଟେରା। ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ଯୁବକ ଠାରୁ ଲୁଟେରାଲ୍ୟାପଟପ୍ ଲୁଟି ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର