STF ପଞ୍ଝାରେ ନକଲି ସୂଚନା ଅଧିକାର କର୍ମୀ, ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଠକୁଥିଲା କୋଟି କୋଟି ଟଙ୍କା

The Sakala Picture
Published On

ଭୁବନେଶ୍ବର: ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ । ନିଜକୁ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ, ମଦ ଲାଇସେନ୍ସ, ବଦଳି ଓ ଚାକିରି ଦେବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମାଷ୍ଟର ମାଇଣ୍ଡ ଠକ କିଶୋର ମିଶ୍ରକୁ ଆଜି ଏସଟିଏଫ ଗିରଫ କରିଛି । କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି […]

ଭୁବନେଶ୍ବର: ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ । ନିଜକୁ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ, ମଦ ଲାଇସେନ୍ସ, ବଦଳି ଓ ଚାକିରି ଦେବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମାଷ୍ଟର ମାଇଣ୍ଡ ଠକ କିଶୋର ମିଶ୍ରକୁ ଆଜି ଏସଟିଏଫ ଗିରଫ କରିଛି । କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । ଅଭିଯୁକ୍ତ ନିକଟରୁ ନକଲି ଆଇଡେଣ୍ଟିଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି STF । ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଏହି କାରନାମା କରୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଅଭିଯୁକ୍ତ କିଶୋର ମିଶ୍ରଙ୍କୁ ଗିରଫ ପରେ କୋରାପୁଟ ଏସଡିଜେଏମରେ ହାଜର କରାଯାଇଥିଲା । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

18 Aug 2023 By The Sakala

STF ପଞ୍ଝାରେ ନକଲି ସୂଚନା ଅଧିକାର କର୍ମୀ, ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଠକୁଥିଲା କୋଟି କୋଟି ଟଙ୍କା

ଭୁବନେଶ୍ବର: ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ । ନିଜକୁ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ, ମଦ ଲାଇସେନ୍ସ, ବଦଳି ଓ ଚାକିରି ଦେବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମାଷ୍ଟର ମାଇଣ୍ଡ ଠକ କିଶୋର ମିଶ୍ରକୁ ଆଜି ଏସଟିଏଫ ଗିରଫ କରିଛି । କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । ଅଭିଯୁକ୍ତ ନିକଟରୁ ନକଲି ଆଇଡେଣ୍ଟିଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି STF । ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଏହି କାରନାମା କରୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଛି ।

ଅଭିଯୁକ୍ତ କିଶୋର ମିଶ୍ରଙ୍କୁ ଗିରଫ ପରେ କୋରାପୁଟ ଏସଡିଜେଏମରେ ହାଜର କରାଯାଇଥିଲା । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର