କମିଲା ସଂକ୍ରମଣ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬ ହଜାର ୭୩୬ କରୋନା ଆକ୍ରାନ୍ତ
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୬,୭୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୭୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୨୯୬୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୨୭୩୯ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅନୁଗୁଳ ଜିଲ୍ଲାରୁ ୭୮୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା – ୫୧୭, କଟକ- ୩୬୨ […]
ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୬,୭୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୭୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୨୯୬୨ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୨୭୩୯ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅନୁଗୁଳ ଜିଲ୍ଲାରୁ ୭୮୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା – ୫୧୭, କଟକ- ୩୬୨ , ଯାଜପୁର- ୩୭୪, ପୁରୀ- ୨୬୫, ଗଞ୍ଜାମ- ୧୯୬ , ନୂଆପଡ଼ା- ୪୮, ବଲାଙ୍ଗୀର- ୧୪୪, ବାଲେଶ୍ବର- ୭୧, ସୁନ୍ଦରଗଡ଼ -୭୨୦, ବରଗଡ଼-୪୦୫, କଳାହାଣ୍ଡି- ୨୪୧, ଝାରସୁଗୁଡ଼ାରୁ -୧୨୦, ନବରଙ୍ଗପୁର- ୨୮୨, ମୟୁରଭଞ୍ଜ- ୩୪ ଓ ସମ୍ବଲପୁର ଜିଲ୍ଲାରୁ ୩୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 262
7. Cuttack: 362
8. Deogarh: 64
9. Dhenkanal: 178
10. Gajapati: 80
11. Ganjam: 196
12. Jagatsinghpur: 106
13. Jajpur: 374
14. Jharsuguda: 120
15. Kalahandi: 241
16. Kandhamal: 85
17. Kendrapada: 24
18. Keonjhar: 24
19. Khurda: 517
20. Koraput: 219
21. Malkangiri: 98— I & PR Department, Odisha (@IPR_Odisha) May 27, 2021
New recoveries: 10635
Cumulative tested: 11552985
Positive: 732739
Recovered: 623628
Active cases: 106440— I & PR Department, Odisha (@IPR_Odisha) May 27, 2021