ବାତ୍ୟା ‘ୟସ୍’ ପାଇଁ ବୁଧବାର ଭୁବନେଶ୍ୱର ଓ ରାଉରକେଲାରେ ବନ୍ଦ ରହିବ ଟିକାକରଣ

The Sakala Picture
Published On

ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ । The Vaccination Drive tomorrow 26th May is herby rescheduled […]

ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସେହିଭଳି ଆସନ୍ତାକାଲି ରାଉରକେଲା ସହରରେ କୋଭିଡ୍ ଟିକାକରଣ ବନ୍ଦ ରହିବ । ସହରର ସମସ୍ତ ଟିକା ଦାନ କେନ୍ଦ୍ରରେ ଟିକାକରଣ ହେବନାହିଁ । ଏନେଇ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।

ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୭ ତାରିଖ ଯାଏ କୋଭିଡ୍ ଟିକାକରଣ, କୋଭିଡ୍ ଟେଷ୍ଟ ସହ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ମଧ୍ୟ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବୁଧବାର ଭୋର୍ ସମୟରେ ବାତ୍ୟା ‘ୟାସ୍’ ଧାମରା ନିକଟରେ ମାଡ଼ ହେବ ।

25 May 2021 By The Sakala

ବାତ୍ୟା ‘ୟସ୍’ ପାଇଁ ବୁଧବାର ଭୁବନେଶ୍ୱର ଓ ରାଉରକେଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ ।

ସେହିଭଳି ଆସନ୍ତାକାଲି ରାଉରକେଲା ସହରରେ କୋଭିଡ୍ ଟିକାକରଣ ବନ୍ଦ ରହିବ । ସହରର ସମସ୍ତ ଟିକା ଦାନ କେନ୍ଦ୍ରରେ ଟିକାକରଣ ହେବନାହିଁ । ଏନେଇ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।

ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୭ ତାରିଖ ଯାଏ କୋଭିଡ୍ ଟିକାକରଣ, କୋଭିଡ୍ ଟେଷ୍ଟ ସହ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ମଧ୍ୟ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବୁଧବାର ଭୋର୍ ସମୟରେ ବାତ୍ୟା ‘ୟାସ୍’ ଧାମରା ନିକଟରେ ମାଡ଼ ହେବ ।

https://www.thesakala.in/latest-odisha-news/covid-vaccination-will-not-be-held-tomorrow-due-to-cyclone-yaas/article-2418
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର