ମୋବାଇଲ୍ ଗେମ୍‌ ହେଲା କାଳ: ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହାରିବା ପରେ ଆତ୍ମହତ୍ୟା

The Sakala Picture
Published On

ବାସୁଦେବପୁର: ଅନଲାଇନ ମୋବାଇଲ ଗେମ୍ ହେଲା କାଳ । ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ରେ ହାରିବା ପରେ ଜୀବନ ହାରିଛନ୍ତି ଯୁବକ । ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରେନ୍ଦ୍ର ନାୟକଙ୍କ ୧୮ ବର୍ଷୀୟ ପୁଅ ଶ୍ରୀତମ ନିଜ ସାଙ୍ଗ ସାଥିଙ୍କ ସହ ମିଶି ଗତକାଲି ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ । ହେଲେ ଏହି ଅନ୍‌ଲାଇନ୍‌ ଗେମରେ ଟଙ୍କା ହାରିବା ପରେ ମାନସିକ […]

ବାସୁଦେବପୁର: ଅନଲାଇନ ମୋବାଇଲ ଗେମ୍ ହେଲା କାଳ । ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ରେ ହାରିବା ପରେ ଜୀବନ ହାରିଛନ୍ତି ଯୁବକ । ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରେନ୍ଦ୍ର ନାୟକଙ୍କ ୧୮ ବର୍ଷୀୟ ପୁଅ ଶ୍ରୀତମ ନିଜ ସାଙ୍ଗ ସାଥିଙ୍କ ସହ ମିଶି ଗତକାଲି ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ । ହେଲେ ଏହି ଅନ୍‌ଲାଇନ୍‌ ଗେମରେ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଘର ପାଖରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୋରରୁ ପରିବାର ଲୋକ ଶ୍ରୀତମଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ କସିଆ ସାମୁଦ୍ରିକ ଥାନାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

23 May 2021 By The Sakala

ମୋବାଇଲ୍ ଗେମ୍‌ ହେଲା କାଳ: ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହାରିବା ପରେ ଆତ୍ମହତ୍ୟା

ବାସୁଦେବପୁର: ଅନଲାଇନ ମୋବାଇଲ ଗେମ୍ ହେଲା କାଳ । ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ରେ ହାରିବା ପରେ ଜୀବନ ହାରିଛନ୍ତି ଯୁବକ । ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରେନ୍ଦ୍ର ନାୟକଙ୍କ ୧୮ ବର୍ଷୀୟ ପୁଅ ଶ୍ରୀତମ ନିଜ ସାଙ୍ଗ ସାଥିଙ୍କ ସହ ମିଶି ଗତକାଲି ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ । ହେଲେ ଏହି ଅନ୍‌ଲାଇନ୍‌ ଗେମରେ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଘର ପାଖରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୋରରୁ ପରିବାର ଲୋକ ଶ୍ରୀତମଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ କସିଆ ସାମୁଦ୍ରିକ ଥାନାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

https://www.thesakala.in/latest-odisha-news/suicide-after-losing-money-in-an-online-game/article-2361
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର