୫ଟି ସଚିବଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ବିତୀୟ ଦିନ: ମା’ ସମଲେଇଙ୍କ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତି ନେଇ ଚାଲିଛି ସମୀକ୍ଷା

The Sakala Picture
Published On

ସମ୍ବଲପୁର: ୫ଟି ସଚିବଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ବିତୀୟ ଦିନ। ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ତୁରନ୍ତ ସମାଧାନ ହେଉଛି ଲୋକଙ୍କ ଆପତ୍ତି ଅଭିଯୋଗ। ଏହି କ୍ରମରେ ଆଜି ସକାଳୁ ସେ ସମଲେଇ ମନ୍ଦିର ଦର୍ଶନ କରିଛନ୍ତି। ମା’ ସମଲେଶ୍ବରୀଙ୍କର ମନ୍ଦିରରେ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ୫ଟି ସଚିବ। ଏହା ସହ ସମଲେଇ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। […]

ସମ୍ବଲପୁର: ୫ଟି ସଚିବଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ବିତୀୟ ଦିନ। ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ତୁରନ୍ତ ସମାଧାନ ହେଉଛି ଲୋକଙ୍କ ଆପତ୍ତି ଅଭିଯୋଗ। ଏହି କ୍ରମରେ ଆଜି ସକାଳୁ ସେ ସମଲେଇ ମନ୍ଦିର ଦର୍ଶନ କରିଛନ୍ତି। ମା’ ସମଲେଶ୍ବରୀଙ୍କର ମନ୍ଦିରରେ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ୫ଟି ସଚିବ। ଏହା ସହ ସମଲେଇ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। ଡିସେମ୍ବର ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ସେ ଗତକାଲି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ଏହାପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ହୁମା ବକ୍ର ମନ୍ଦିର ଦର୍ଶନ କରି ସେଠାରେ ସ୍ଥାନୀୟ ଜନସାଧାରଣ ଓ ପୂଜକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରେଢାଖୋଲର କନ୍ଧରାରେ ସନ୍ଥ କବି ଭୀମ ଭୋଇଙ୍କ ସ୍ମୃତି ପୀଠକୁ ଯାଇ ତାଙ୍କର ଅନୁଗାମୀଙ୍କ ସହ ଆଲୋଚନା କରିବେ ୫ଟି ସଚିବ ଭିକେ ପାଣ୍ଡିଆନ। ପରେ ବୁଣାକାର ପରିବାର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ପୁଣି କଦମ ପଡିଆ ଫେରି ଆସି ସାଧାରଣ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବେ। ଏହାପରେ ଅନ୍ୟାନ୍ୟ କାର୍ୟ୍ୟକ୍ରମ ସାରି ସମ୍ବଲପୁର ମନ୍ଦିଳିଆ ପଡିଆରେ ଏସଏଚଜି ମହିଳାଙ୍କ ସମାବେଶରେ ଯୋଗ ଦେବେ ୫ଟି ସଚିବ। ପରେ ତାଙ୍କର ଦେବଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

16 Jul 2023 By The Sakala

୫ଟି ସଚିବଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ବିତୀୟ ଦିନ: ମା’ ସମଲେଇଙ୍କ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତି ନେଇ ଚାଲିଛି ସମୀକ୍ଷା

ସମ୍ବଲପୁର: ୫ଟି ସଚିବଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ବିତୀୟ ଦିନ। ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ତୁରନ୍ତ ସମାଧାନ ହେଉଛି ଲୋକଙ୍କ ଆପତ୍ତି ଅଭିଯୋଗ। ଏହି କ୍ରମରେ ଆଜି ସକାଳୁ ସେ ସମଲେଇ ମନ୍ଦିର ଦର୍ଶନ କରିଛନ୍ତି। ମା’ ସମଲେଶ୍ବରୀଙ୍କର ମନ୍ଦିରରେ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ୫ଟି ସଚିବ। ଏହା ସହ ସମଲେଇ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। ଡିସେମ୍ବର ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ସେ ଗତକାଲି ଘୋଷଣା କରିଛନ୍ତି।

ଏହାପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ହୁମା ବକ୍ର ମନ୍ଦିର ଦର୍ଶନ କରି ସେଠାରେ ସ୍ଥାନୀୟ ଜନସାଧାରଣ ଓ ପୂଜକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରେଢାଖୋଲର କନ୍ଧରାରେ ସନ୍ଥ କବି ଭୀମ ଭୋଇଙ୍କ ସ୍ମୃତି ପୀଠକୁ ଯାଇ ତାଙ୍କର ଅନୁଗାମୀଙ୍କ ସହ ଆଲୋଚନା କରିବେ ୫ଟି ସଚିବ ଭିକେ ପାଣ୍ଡିଆନ। ପରେ ବୁଣାକାର ପରିବାର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ପୁଣି କଦମ ପଡିଆ ଫେରି ଆସି ସାଧାରଣ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବେ। ଏହାପରେ ଅନ୍ୟାନ୍ୟ କାର୍ୟ୍ୟକ୍ରମ ସାରି ସମ୍ବଲପୁର ମନ୍ଦିଳିଆ ପଡିଆରେ ଏସଏଚଜି ମହିଳାଙ୍କ ସମାବେଶରେ ଯୋଗ ଦେବେ ୫ଟି ସଚିବ। ପରେ ତାଙ୍କର ଦେବଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର