ଭୁବନେଶ୍ବର ଓ ଖୋର୍ଦ୍ଧା ବିଜେଡି ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ, ସମସ୍ତ ପଦାଧିକାରୀ ଉପସ୍ଥିତ

The Sakala Picture
Published On

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେଡିର ଭୁବନେଶ୍ୱର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଏଥିରେ ଉଭୟ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଛନ୍ତି । ଆଗାମୀ ଦିନ ପାଇଁ ସାଙ୍ଗଠନିକ, ରାଜନୈତିକ ଓ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଛି । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଓଡ଼ିଶାକୁ ଭୋକର ଭୂଗୋଳରୁ ବିକଶିତ […]

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେଡିର ଭୁବନେଶ୍ୱର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଏଥିରେ ଉଭୟ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଛନ୍ତି । ଆଗାମୀ ଦିନ ପାଇଁ ସାଙ୍ଗଠନିକ, ରାଜନୈତିକ ଓ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଛି । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଓଡ଼ିଶାକୁ ଭୋକର ଭୂଗୋଳରୁ ବିକଶିତ ରାଜ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । ଜରୁରୀ ଆବଶ୍ୟକତା ବେଳେ ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇଥିଲେ ନବୀନ । ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥନୀତିରେ ଏକ ନମ୍ବର କରିଛନ୍ତି । ମାଆମାନଙ୍କ ଯୋଗୁ ଓଡ଼ିଶା ଆଗେକୁ ଯାଇଛି । ବିଜେଡିକୁ ସଶକ୍ତ କରିଛି ମାଆମାନଙ୍କ ଆଶୀର୍ବାଦ । ଏସବୁ ବିଷୟରେ ଆଲୋଚନା ସହିତ ଆଗାମୀ ଦିନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଉଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

13 Jul 2023 By The Sakala

ଭୁବନେଶ୍ବର ଓ ଖୋର୍ଦ୍ଧା ବିଜେଡି ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଆରମ୍ଭ, ସମସ୍ତ ପଦାଧିକାରୀ ଉପସ୍ଥିତ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେଡିର ଭୁବନେଶ୍ୱର ଓ ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଏଥିରେ ଉଭୟ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ଯୋଗ ଦେଇଛନ୍ତି । ଆଗାମୀ ଦିନ ପାଇଁ ସାଙ୍ଗଠନିକ, ରାଜନୈତିକ ଓ ସଂକଳ୍ପ ପ୍ରସ୍ତାବ ଆଗତ କରାଯାଇଛି । ବୈଠକରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଓଡ଼ିଶାକୁ ଭୋକର ଭୂଗୋଳରୁ ବିକଶିତ ରାଜ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି । ଜରୁରୀ ଆବଶ୍ୟକତା ବେଳେ ୧୭ ରାଜ୍ୟକୁ ଅକ୍ସିଜେନ ଯୋଗାଇଥିଲେ ନବୀନ । ଓଡ଼ିଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥନୀତିରେ ଏକ ନମ୍ବର କରିଛନ୍ତି । ମାଆମାନଙ୍କ ଯୋଗୁ ଓଡ଼ିଶା ଆଗେକୁ ଯାଇଛି । ବିଜେଡିକୁ ସଶକ୍ତ କରିଛି ମାଆମାନଙ୍କ ଆଶୀର୍ବାଦ । ଏସବୁ ବିଷୟରେ ଆଲୋଚନା ସହିତ ଆଗାମୀ ଦିନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର